Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ନିର୍ବାଚନୀ ପ୍ରଚାରରେ ଆକ୍ଷେପ ଓ ପ୍ରତିଆକ୍ଷେପ ଅଭିଯୋଗ, ଆସିଲା ECI ନୋଟିସ୍

Sanchar Live by Sanchar Live
November 16, 2024
in ଭାରତ
0
ନିର୍ବାଚନୀ ପ୍ରଚାରରେ ଆକ୍ଷେପ ଓ ପ୍ରତିଆକ୍ଷେପ ଅଭିଯୋଗ, ଆସିଲା ECI ନୋଟିସ୍

Oplus_131072

0
SHARES
5
VIEWS
FacebookTwitter

ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାରରେ ଆକ୍ଷେପ ଓ ପ୍ରତିଆକ୍ଷେପ ଅଭିଯୋଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସକୁ ନୋଟିସ୍ ପଠାଇଛନ୍ତି ନିର୍ବାଚନ ଆୟୋଗ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିର୍ବାଚନ ଆୟୋଗ ନୋଟିସ୍ କରି ଜବାବ ମାଗିଛନ୍ତି । ଜେପି ନଡ୍ଡା ଏବଂ ଖଡଗେଙ୍କୁ ନିଜ ଷ୍ଟାର ପ୍ରଚାରକ ଏବଂ ନେତାଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଆୟୋଗ କହିଛନ୍ତି । ନିର୍ବାଚନ ଆୟୋଗ ଦୁଇ ନେତାଙ୍କୁ ପରସ୍ପର ବିରୋଧରେ ଅଣାଯାଇଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବା ପାଇଁ ମଧ୍ୟ କହିଛନ୍ତି ।

ନିର୍ବାଚନ ଆୟୋଗ ଦୁଇ ରାଷ୍ଟ୍ରୀୟ ପାର୍ଟିର ଅଧ୍ୟକ୍ଷଙ୍କୁ ନୋଟିସ୍ କରି ନଭେମ୍ୱର ୧୮ ସୁଦ୍ଧା ଔପଚାରିକ ବୟାନ ଦେବା ପାଇଁ କହିଛନ୍ତି । ଏହାସହ ନିର୍ବାଚନ ଆୟୋଗ ମେ’ ୨୨ରେ ଜାରି କରିଥିବା ନିଜର ପୁରୁଣା ମାର୍ଗଦର୍ଶିକା କଥା ଉଲ୍ଲେଖ କରି, ଏହାକୁ ପାଳନ କରିବା ପାଇଁ ଦୁଇ ନେତାଙ୍କୁ କହିଛନ୍ତି । ନିର୍ବାଚନୀ ରାଲିରେ ସାର୍ବଜନୀନ ମର୍ଯ୍ୟାଦାର ଉଲ୍ଲଂଘନ ନକରି ଏବଂ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧିର ସଠିକ ପାଳନ ପାଇଁ କହିଛନ୍ତି । ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଜାରି ନିର୍ବାଚନୀ ପ୍ରଚାରରେ ଦୁଇ ପାର୍ଟି ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି । ଏନେଇ ପରସ୍ପର ବିରୋଧରେ ଔପଚାରିକ ଭାବେ ଅଭିଯୋଗ ବି ରଖିଛନ୍ତି ବିଜେପି ଓ କଂଗ୍ରେସ । ଏହି ଅଭିଯୋଗ ଉପରେ ଏବେ ନିର୍ବାଚନ ଆୟୋଗ ଦୁଇ ପ୍ରମୁଖ ଦଳର ଅଧ୍ୟକ୍ଷଙ୍କୁ ତଲବ କରିଛନ୍ତି ।

ରିପୋର୍ଟ ଅନୁସାରେ, ବିଜେପି ନେତା ନିର୍ବାଚନ ପ୍ରଚାର ବେଳେ ମିଛ ଏବଂ ବିଭାଜନକାରୀ ବୟାନ ଦେଉଥିବା କଂଗ୍ରେସ ଅଭିଯୋଗ କରିଥିଲା । ଅନ୍ୟପଟେ ନଭେମ୍ୱର ୧୧ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ରାଜ୍ୟ ମଧ୍ୟରେ ବିବାଦ କରିବାକୁ ଚାହୁଁଥିବା ବିଜେପି ଅଭିଯୋଗ କରିଥିଲା । ଏହାସହ ସମ୍ୱିଧାନକୁ ନେଇ ମିଛ ପ୍ରଚାର କରୁଛନ୍ତି ବୋଲି ବିଜେପି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୨୦ରେ ହେବ । ସେହିଭଳି ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

Tags: Ecimalikarjun lhadgerahul gandhi
ShareTweetShareSend
Sanchar Live

Sanchar Live

Next Post
ଗ୍ଯାସ ଲିକ୍ ହୋଇ ବାପା, ମାଆ ଓ ପୁଅ ଗୁରୁତର

ଗ୍ଯାସ ଲିକ୍ ହୋଇ ବାପା, ମାଆ ଓ ପୁଅ ଗୁରୁତର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.