Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପାଟୁଆ ଯାତ୍ରା ବେଳେ ଅଘଟଣ : ଡିଜେ ପାଇଁ ଗଲା ୨ ଜୀବନ

Sanchar Live by Sanchar Live
April 15, 2025
in ଓଡିଶା
0
ପାଟୁଆ ଯାତ୍ରା ବେଳେ ଅଘଟଣ : ଡିଜେ ପାଇଁ ଗଲା ୨ ଜୀବନ
0
SHARES
21
VIEWS
FacebookTwitter

ସଂଚାର ବ୍ୟୁରୋ: ପାଟୁଆ ଯାତ୍ରା ବେଳେ ଅଘଟଣ। ଡିଜେ ନେଇଗଲା ୨ ଜୀବନ। ଡିଜେ ପ୍ରୋସେସନ ବେଳେ ୧୧ କେଭି ତାର ଲାଗିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଭଦ୍ରକ ତିହିଡି ଥାନା ହାଟୁଆରୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ନୂଆନନ୍ଦରେ କଣ୍ଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। କେହି କିଛି ବୁଝିବା ଆଗରୁ ବିଦ୍ୟୁତ ସଂସ୍ପର୍ଶରେ ଜଣେ ପରେ ଜଣେ ଆସିବାରେ ଲାଗିଥିଲେ। ଆହତ ମାନଙ୍କୁ ଭଦ୍ରକ ଓ ତିହିଡ଼ି ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। ମୃତକ ଦୁଇଜଣ ହେଲେ ତିହିଡି ଥାନା ଆରସା ଗାଁର ୩୫ ବର୍ଷିୟ ଶରତ ମହାଳିକ ଓ ହାଟୁଆରି ଗାଁର ମାନସ ମଲ୍ଲିକ। ଶୋଭାଯାତ୍ରା ହାଟୁଆରିରୁ କଣ୍ଟିମଙ୍ଗଳା ପୀଠକୁ ଆସୁଥିବା ବେଳେ ଅଘଟଣ ଘଟିଛି।।

Tags: bhadrakdeathdj
ShareTweetShareSend
Sanchar Live

Sanchar Live

Next Post
ଭୁବନେଶ୍ବର ରାମମନ୍ଦିର ସମ୍ମୁଖରୁ ପିଲାଚୋରି ଘଟଣା : ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ବର ରାମମନ୍ଦିର ସମ୍ମୁଖରୁ ପିଲାଚୋରି ଘଟଣା : ଶିଶୁପୁତ୍ର ଉଦ୍ଧାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡ଼ ମ୍ୟାପ
  • ଅଗଷ୍ଟ ୩ରେ ହେବ ନିଟ୍-ପିଜି ପରୀକ୍ଷା
  • ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌ଙ୍କ ପରଲୋକ
  • ବର୍ଷା ପୂର୍ବରୁ ଡ୍ରେନ ସମସ୍ୟାର ସମାଧାନ: ମନ୍ତ୍ରୀ
  • ମେଗା ନିଯୁକ୍ତି ମେଳାରେ ୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.