Sunday, September 28, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଏଥର ଦୁର୍ଗାପୂଜାରେ ଡିଜେ ସହିତ ଲେଜର ଲାଇଟ, ବାଣ ବନ୍ଦ

Sanchar Live by Sanchar Live
September 1, 2025
in ଓଡିଶା
0
ଏଥର ଦୁର୍ଗାପୂଜାରେ ଡିଜେ ସହିତ ଲେଜର ଲାଇଟ, ବାଣ ବନ୍ଦ
0
SHARES
27
VIEWS
FacebookTwitter

ସଂଚାର ବ୍ୟୁରୋ: ଚଳିତବର୍ଷ ମଧ୍ୟ ଡିଜେ ସହିତ ଲେଜର ଲାଇଟ, ବାଣ ବନ୍ଦ । ଶାରଦୀୟ ଦୁର୍ଗାପୂଜା ପାଇଁ ହୋଇଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ୧୮୭ ମଣ୍ଡପରେ ହେବ ପୂଜା । ମେଲୋଡିରେ ଅଶ୍ଳୀଳ ନୃତ୍ୟ ବନ୍ଦ ଦିଗରେ ଆଲୋଚନା ହୋଇଛି । ନିଶା କାରବାର ରୋକିବା ଦିଗକୁ ଗୁରୁତ୍ବ ଦିଆଯାଇଛି। ଭସାଣି ଉତ୍ସବରେ ବାଜିବ ପାରମ୍ପରିକ ବାଦ୍ୟ । ଟ୍ରାଫିକ ନିୟନ୍ତ୍ରଣ, ଆଇନଶୃଙ୍ଖଳା ଅର୍ଡର, ଭାଇବ୍ରେଟ ମ୍ୟୁଜିକ, ଡିଜେ ବ୍ୟବହାର ନେଇ ଆଲୋଚନା ହୋଇଛି । ଏହାସହ ବିଏମସି ପକ୍ଷରୁ ଡ୍ରେନେଜ ସମସ୍ୟା , ରାସ୍ତାଘାଟ ମରାମତି, ପାନୀୟ ଜଳ, ଗଛ କଟା, ବିଦ୍ୟୁତ ସମସ୍ୟା ନେଇ ହୋଇଛି ବ୍ୟାପକ ଆଲୋଚନା । ପୂଜା ସମୟରେ ବ୍ୟାପକ ହେବ ପୋଲିସ ପାଟ୍ରୋଲିଂ । ଲାଗିବ ପର୍ଯ୍ୟାପ୍ତ ସିସିଟିଭି ରହିବ । ଭଲ୍ୟୁଣ୍ଟର ମୁତୟନ ନେଇ ପୂଜା ମଣ୍ଡପ ସହ ଆଲୋଚନା ହୋଇଛି । ଲୋକଙ୍କ ଆସ୍ଥା ଓ ବିଶ୍ୱାସ କିଭଳି ବଳବତ୍ତର ରହିବ, ତାସହ ପୂଜାକୁ ସାଧାରଣ ଲୋକେ କିପରି ଉପଭୋଗ କରିପାରିବେ ତାହା ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇପାରେ । କିନ୍ତୁ ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ କମିଶନର ।

ShareTweetShareSend
Sanchar Live

Sanchar Live

Next Post
SCO ସମ୍ମିଳନୀ ଅବସରରେ ମୋଦି ଓ ପୁଟିନଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା

SCO ସମ୍ମିଳନୀ ଅବସରରେ ମୋଦି ଓ ପୁଟିନଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.