Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ପୁଅର ମୃତ୍ୟୁ ଖବର ଶୁଣି କୀଟନାଶକ ପିଇଦେଲା ବାପା

Sanchar Live by Sanchar Live
May 18, 2025
in ଅପରାଧ
0
ପୁଅର ମୃତ୍ୟୁ ଖବର ଶୁଣି କୀଟନାଶକ ପିଇଦେଲା ବାପା
0
SHARES
24
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଅର ମୃତ ଖବର ଶୁଣି କୀଟନାଶକ ପିଇଦେଲା ବାପା। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗେନା ବାଲିଘାଟରେ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ବିଷ ପିଇ ଦେଲା ବାପା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ୩୨ ବର୍ଷୀୟ ପୁଅ ରୁଦ୍ର ନାୟକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବାଲିଘାଟରେ ପଡି ରହିଥିଲା। ରୁଦ୍ରଙ୍କ ଘର ବାଲିଘାଟ ନିକଟସ୍ଥ ଖମାର ଗାଁରେ। କିଏ ଓ କାହିଁକି ରୁଦ୍ର ଙ୍କୁ ହତ୍ୟା କରିଛି ସେନେଇ କାରଣ ଅସ୍ପଷ୍ଟ ରହିଛି। ପରିବାର ଲୋକେ ବାଲିଘାଟରେ କାର୍ଯ୍ୟରତ ଜଣେ ଜେସିବି ଡ୍ରାଇଭର ହତ୍ୟା କରିଥିବା ଅଭିଯୋଗ କରିଛନ୍ତିl ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। JCB ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି l ମାସକ ତଳେ ବାଲିଘାଟକୁ କେନ୍ଦ୍ର କରି ଗତ ଏପ୍ରିଲ୨୧ରେ ଢେଙ୍କାନାଳ ଜୟ ଗୋପାଳ ସାହିର ମହେଶ୍ୱର ବେହେରାଙ୍କୁ ଗୁଳିକରି ହତ୍ୟା ହୋଇଥିଲାl ବାଲି କାରବାରକୁ ନେଇ ଗୋଟିଏ ପରେ ଗୋଟଏ ମୁଣ୍ଡ ଗଡୁଛି

Tags: dhenkanalselfkilling
ShareTweetShareSend
Sanchar Live

Sanchar Live

Next Post
ଗାଜା ଉପରେ ଇସ୍ରାଏଲର ପୁଣି ବଡ଼ ଆକ୍ରମଣ

ଗାଜା ଉପରେ ଇସ୍ରାଏଲର ପୁଣି ବଡ଼ ଆକ୍ରମଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ
  • ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ
  • ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.