Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ପଛୁଆ ଓ ବଞ୍ଚିତ ବର୍ଗଙ୍କ ଅଧିକାରକୁ କଂଗ୍ରେସ ସର୍ବଦା ଉପେକ୍ଷିତ କରିଛି, କାକା କାଲେଲକର କମିଶନଙ୍କ ରିପୋର୍ଟକୁ କିଏ ପ୍ରତ୍ୟାଖ୍ୟାନ କରିଥିଲା?: ଧର୍ମେନ୍ଦ୍ର ପ୍ରଧାନ

Sanchar Live by Sanchar Live
May 1, 2025
in ଭାରତ
0
ପଛୁଆ ଓ ବଞ୍ଚିତ ବର୍ଗଙ୍କ ଅଧିକାରକୁ କଂଗ୍ରେସ ସର୍ବଦା ଉପେକ୍ଷିତ କରିଛି, କାକା କାଲେଲକର କମିଶନଙ୍କ ରିପୋର୍ଟକୁ କିଏ ପ୍ରତ୍ୟାଖ୍ୟାନ କରିଥିଲା?: ଧର୍ମେନ୍ଦ୍ର ପ୍ରଧାନ
0
SHARES
12
VIEWS
FacebookTwitter

ଜାତିଭିତ୍ତିକ ଜନଗଣନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   ଐତିହାସିକ ନିଷ୍ପତ୍ତି ନେବା ପରେ କିଛି ଲୋକ ବିଳି ବିଳେଇ ହେଉଛନ୍ତି । ସେମାନେ ‘ସରକାର ତୁମର ଓ ବ୍ୟବସ୍ଥା ଆମର’ ବୋଲି କହୁଛନ୍ତି । ତେବେ ୧୯୫୧ରେ ସରକାର କାହାର ଥିଲା ଏବଂ ସିଷ୍ଟମ କାହାର ଥିଲା? କାକା କାଲେଲକର କମିଶନର ରିପୋର୍ଟ, ମଣ୍ଡଳ କମିଶନଙ୍କ ରିପୋର୍ଟକୁ ପ୍ରତ୍ୟାଖାନ କରିଥିବା ତଥା ସାମାଜିକ ନ୍ୟାୟ ବିରୋଧରେ ସବୁବେଳେ ଥିବା କଂଗ୍ରେସ ବିଜେପିକୁ ଏହି ପ୍ରସଙ୍ଗରେ ଟାଇମଲାଇନ ନେଇ ପ୍ରଶ୍ନ କରିବା ଦୁର୍ଭାଗ୍ୟଜନକ ବୋଲି  ଗୁରୁବାର ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ କଂଗ୍ରେସର ମନ୍ତବ୍ୟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଜେପି ପାର୍ଟି ଯାହା କୁହେ, ସେହି କଥାକୁ ପାଳନ କରେ । ସାମନ୍ତବାଦ ଏବଂ ଅହଙ୍କାର କଂଗ୍ରେସର ପରିଚୟ । ୧୯୫୧ ମସିହାରେ ସରକାର ଓ ବ୍ୟବସ୍ଥା କାହା ପାଖରେ ଥିଲା ? ସେତେବେଳେ ଜାତିଭିତ୍ତିକ ଜନଗଣନା କାହିଁକି ଗ୍ରହଣ କରାଯାଇନଥିଲା ? ଏହାର କାରଣ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଜାତିଗତ ସଂରକ୍ଷଣର ଘୋର ବିରୋଧୀ ଥିଲେ । ଏହି କଥା କେବଳ ତାଙ୍କର ବୟାନବାଜିରେ ସୀମିତ ନ ଥିଲା ବରଂ ସେ ରାଜ୍ୟ ସରକାରଙ୍କୁ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚିନ୍ତାପ୍ରକଟ କରିଥିଲେ, ଯଦି ଜାତି ଆଧାରରେ ସଂରକ୍ଷଣ ମିଳେ ତେବେ ଗୁଣବତ୍ତା ହ୍ରାସ ପାଇବ । କାକା କାଲେଲକର କମିଶନଙ୍କ ରିପୋର୍ଟକୁ ଲମ୍ବା ସମୟ ଧରି ସାମ୍ନାକୁ ନ ଆଣିବା ପାଇଁ କିଏ ଯୋଜନା କରିଥିଲା ? ଯଦି ବାପୁ, ସର୍ଦ୍ଦାର ପଟେଲ, ବାବା ସାହେବ ଏବଂ ସମ୍ବିଧାନ ସଭା ନ ହୋଇଥାନ୍ତା ତେବେ କଂଗ୍ରେସ ସଂରକ୍ଷଣର ବ୍ୟବସ୍ଥା ବି କରିନଥାନ୍ତା ।

୧୯୭୭ ମସିହାରେ ଜନତା ପାର୍ଟି ସରକାର ସାମାଜିକ ନ୍ୟାୟକୁ ତୃଣମୂଳ ସ୍ତରରେ ଆଣିବା ପାଇଁ ମଣ୍ଡଳ କମିଶନ ଗଠନ କରିଥିଲେ। ବିଜେପିର ପୂର୍ବ ସ୍ୱରୂପ ଜନସଂଘ ଏହି ସରକାରର ଅଂଶବିଶେଷ ଥିଲା । ମଣ୍ଡଳ କମିଶନ ରିପୋର୍ଟକୁ ଦୀର୍ଘ ୧୦ ବର୍ଷ ଧରି କଳା କୋଠରୀରେ ରଖିବା ପାଇଁ କିଏ ଚେଷ୍ଟା କରିଥିଲା ?  ସେତେବେଳେ ‘ସରକାର ଓ ବ୍ୟବସ୍ଥା’ କାହା ହାତରେ ଥିଲା ? ମଣ୍ଡଳ କମିଶନ ଯେତେବେଳେ ଲାଗୁ କରାଗଲା ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବୟାନ କ’ଣ ଥିଲା? କ’ଣ ଥିଲା କଂଗ୍ରେସର ଆଭିମୁଖ୍ୟ ? ଯେଉଁମାନେ ‘ସରକାର ତାଙ୍କର ଏବଂ ଆମର ସିଷ୍ଟମ’ ବୋଲି କହୁଛନ୍ତି, ସେମାନଙ୍କ ଅହଂକାର ଓ ଦମ୍ଭ ସ୍ପଷ୍ଟ ଭାବେ ପଦାକୁ ଆସିଛି ।

ବିଜେପି ସମର୍ଥନରେ ଭିପି ସିଂ ସରକାର ମଣ୍ଡଳ କମିଶନ ଲାଗୁ କରିଥିଲେ । ସେହି ସମୟରେ ବିରୋଧୀ ଦଳ ନେତା ରାଜୀବ ଗାନ୍ଧୀ ସଂସଦରେ ଲମ୍ବା ସମୟ ଧରି ଓବିସି ସମାଜ ବିରୁଦ୍ଧରେ ନିଜ ବିଷ ଓଗାଳିଥିଲେ । କଂଗ୍ରେସ ଦଳ ସବୁବେଳେ ଓବିସି, ବଞ୍ଚିତ ବର୍ଗ, ଆଦିବାସୀ, ଦଳିତ, ପଛୁଆ ବର୍ଗଙ୍କ ବିରୋଧୀ । ଯେଉଁମାନଙ୍କୁ ଏହି ପ୍ରସଙ୍ଗରେ ଜ୍ଞାନ ନାହିଁ ସେମାନେ ସାମାଜିକ ନ୍ୟାୟ କଥା କହୁଛନ୍ତି ? ୨୦୧୦ରେ କଂଗ୍ରେସ ସରକାର ନିର୍ଣ୍ଣୟ କଲା ମନ୍ତ୍ରୀ ସମୂହ ହେବ ଏବଂ ୨୦୧୧ ଜନଗଣନାରେ ଜାତିଗତ ଜନଗଣନାକୁ ସାମିଲ କରାଯିବ । କିନ୍ତୁ ସେମାନେ ଏଥିରୁ ପଛକୁ କାହିଁକି ହଟିଲେ ? ଭାରତରେ ସାମାଜିକ ନ୍ୟାୟ ଏକ ପ୍ରତିବଦ୍ଧ ବିଷୟ ହୋଇସାରିଛି ଏହା ଉପରେ ଜନଜାଗରଣ ହୋଇସାରିଛି । ଯେଉଁ ମାନେ ସାମାଜିକ ନ୍ୟାୟର ଡିଣ୍ଡିମ ପିଟୁଛନ୍ତି ସେହିମାନେ ବାବା ସାହେବଙ୍କୁ ଭାରତ ରତ୍ନ ଦେଇନଥିଲେ । ମାତ୍ର ବିଜେପି ସମର୍ଥିତ ଭିପି ସିଂ ସରକାର ବାବା ସାହେବଙ୍କୁ ଭାରତ ରତ୍ନ ଦେଇଥିଲେ ।

ଶ୍ରୀ ପ୍ରଧାନ ଜାତିଭିତ୍ତିକ ଜନଗଣନାର ସକରାତ୍ମକ ଚିପ୍ପଣୀ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ଧନ୍ୟବାଦ ଦେଇଛନ୍ତି । ସବକା ସାଥ୍, ସବକା ବିକାଶ ମୋଦୀ ସରକାରଙ୍କ ବିଚାର ଓ ଦାର୍ଶନିକ ମତ । ଆମର ସମସ୍ତ କାର୍ଯ୍ୟକ୍ରମ, ଯୋଜନାର ମୂଳ ଲକ୍ଷ୍ୟ ସାମାଜିକ ନ୍ୟାୟ ହିଁ ଥିଲା। ସମାଜର ସମସ୍ତ ବର୍ଗକୁ ଲାଭ, ସୁବିଧା ଦେବା ଏହା ଆମର ଲକ୍ଷ୍ୟ ଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗ୍ରହଣ କରାଯାଇଥିବା ଜାତୀୟ ଜନଗଣନାର ନିଷ୍ପତ୍ତି ସାମାଜିକ ନ୍ୟାୟ ପାଇଁ ଏନଡ଼ିଏ ସରକାରଙ୍କର ପ୍ରତିବଦ୍ଧତାର ଏକ ବହୁତ ବଡ ପଦକ୍ଷେପ ।

Tags: cast censusDharmendrapradhan
ShareTweetShareSend
Sanchar Live

Sanchar Live

Next Post
ୱେଭ୍ସ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ୱେଭ୍ସ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ
  • ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ
  • ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.