Sunday, April 19, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଅଲଗା ହେଲେ ଧନଶ୍ରୀ- ଚହଲ

Sanchar Live by Sanchar Live
February 21, 2025
in କ୍ରୀଡ଼ା
0
ଅଲଗା ହେଲେ ଧନଶ୍ରୀ- ଚହଲ

Oplus_131072

0
SHARES
43
VIEWS
FacebookTwitter

ଭାରତୀୟ କ୍ରିକେଟର ହେଉଛନ୍ତି ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ହୋଇଯାଇଛି ।  ଆଇନଗତ ପ୍ରକ୍ରିୟା ସମାପ୍ତ କରିବା ପରେ ଦୁହେଁ ଆନୁଷ୍ଠାନିକ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁଯାୟୀ ଜଣେ ଓକିଲ କହିଛନ୍ତି ଯେ ଗତକାଲି ଅର୍ଥାତ ବାନ୍ଦ୍ରା ପରିବାର କୋର୍ଟରେ ୟୁଜବେନ୍ଦ୍ର ଏବଂ ଧନଶ୍ରୀଙ୍କ ଛାଡପତ୍ରର ଚୂଡ଼ାନ୍ତ ଶୁଣାଣି ହୋଇଥିଲା ।  ଏହାପରେ ସକାଳ ୧୧:୦୦ ଟାରୁ  ଉଭୟ ଉପସ୍ଥିତ ରହି ଥିଲେ ।

ରିପୋର୍ଟ ଅନୁଯାୟୀ, ଶୁଣାଣି ସମୟରେ ବିଚାରପତି ଦମ୍ପତିଙ୍କୁ ଏକ ପରାମର୍ଶ ଅଧିବେଶନରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ ଯାହା ପ୍ରାୟ ୪୫ ମିନିଟ୍ ଧରି ଚାଲିଥିଲା ।  ବିଚାରପତିଙ୍କ ଦ୍ୱାରା ପଚରାଯିବାରୁ ଚହଲ ଏବଂ ଧନଶ୍ରୀ ଉଭୟେ ନିଶ୍ଚିତ କରିଥିଲେ ଯେ ସେମାନେ ପାରସ୍ପରିକ ସମ୍ମତିରେ ଛାଡପତ୍ର ନେବାକୁ ଚାହାଁନ୍ତି । ବାନ୍ଦ୍ରା ପରିବାର କୋର୍ଟରେ ଆଲୋଚନା ପରେ ବିଚାରପତି ଅପରାହ୍ନ ୪:୩୦ ରେ ଆନୁଷ୍ଠାନିକ ଭାବରେ ଛାଡପତ୍ରକୁ ମଞ୍ଜୁରୀ କରିଥିଲେ ।  ୟୁଜବେନ୍ଦ୍ର ଏବଂ ଧନଶ୍ରୀ ୧୧ ଡିସେମ୍ବର ୨୦୨୦ରେ ପରସ୍ପରକୁ  ବିବାହ କରିଥିଲେ ।

ଓକିଲ ଏହା କହିଥିଲେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଉଭୟ ଗତ ୧୮ ମାସ ଧରି ପୃଥକ ଭାବରେ ରହୁଥିଲେ ।  ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ବହୁତ ଦିନ ଧରି ସୋସିଆଲ ମିଡିଆରେ ଘୁରି ବୁଲୁଥିଲା ।  ଏହାପରେ ଚହଲ ଏବଂ ଧନଶ୍ରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସରକାରୀ ବୟାନ ଆସିନାହିଁ ।

ୟୁଜବେନ୍ଦ୍ର ଚହଲ ବର୍ତ୍ତମାନ ଟିମ୍ ଇଣ୍ଡିଆରୁ ବାହାରି ଯାଇଛନ୍ତି । ସେ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିଥିବା ଦଳର ଅଂଶ ଥିଲେ କିନ୍ତୁ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା ।  ଜାନୁୟାରୀ ୨୦୨୩ରେ ସେ ଭାରତ ପାଇଁ ସେ  ୱାନ ଡେ ଓ ଅଗଷ୍ଟ ୨୦୨୩ରେ T20  ଖେଳିଥିଲେ  । ଏହା ପରେ  ସେ  IPL ୨୦୨୫ ନିଲାମରେ ପଞ୍ଜାବ କିଙ୍ଗସ୍ ତାଙ୍କୁ ୧୮ କୋଟି ଟଙ୍କାରେ କିଣିଥିଲା ।

Tags: chahalDhanshree
ShareTweetShareSend
Sanchar Live

Sanchar Live

Next Post
ଅଧା ରହିଗଲା ମାଟ୍ରିକ ପରୀକ୍ଷା, ଟଳି ପଡିଲେ ଛାତ୍ର

ଅଧା ରହିଗଲା ମାଟ୍ରିକ ପରୀକ୍ଷା, ଟଳି ପଡିଲେ ଛାତ୍ର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.