Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଲଗାତାର ତିନି ଦିନ ଧରି ଦିଲ୍ଲୀରେ ବଢୁଛି ପ୍ରଦୂଷଣ

Sanchar Live by Sanchar Live
October 19, 2024
in ଭାରତ
0
ଲଗାତାର ତିନି ଦିନ ଧରି ଦିଲ୍ଲୀରେ ବଢୁଛି ପ୍ରଦୂଷଣ
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ବିଷ ବଳୟରେ ଜାତୀୟ ରାଜଧାନୀ ଦିଲ୍ଲୀ। ଖରାପ ହେବାରେ ଲାଗିଛି ଦିଲ୍ଲୀରେ ବାୟୁର ଗୁଣବତ୍ତା। ଅନେକ ଅଂଚଳରେ ବାୟୁର ଗୁଣବତ୍ତା ମାନ ୩୦୦ ପାର କରିଛି। ଦିଲ୍ଲୀ ଆନନ୍ଦ ବିହାର, ଅକ୍ଷରଧାମ ଅଂଚଳରେ AQI ୩୩୪ ରେକର୍ଡ ହୋଇଛି। ଦିଲ୍ଲୀର ଅନେକ ଅଂଚଳରେ ଧୂଆର ଚାଦର ଢାଙ୍କି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ITO, ବିକାଜୀ କାମା ପେଲେସରେ ପ୍ରଦୂଷଣର ସ୍ତର ଅତି ଖରାପ ଏବଂ ଖରାପ ରହିଥିଲା। ଭିକାଜୀ କାମା ପେଲେସ ଅଂଚଳରେ ଏକ୍ଯୁଆଇ ୨୭୩ ଏବଂ ଆଇଟିଓ ଅଂଚଳରେ ୨୨୬ ରେକର୍ଡ ହୋଇଛି। ସେହିପରି ଇଣ୍ଡିଆ ଗେଟ୍ ଅଂଚଳରେ ବାୟୁର ମାନ ୨୫୧ ରେକର୍ଡ ହୋଇଛି। AQI ୩୦୦ ପାର କରିବା ପରେ ଏହା ବହୁତ ଖରାପ ସ୍ତରର ବୋଲି ବିବେଚନା ହୋଇଥାଏ। ବହୁଦିନ ଧରି ଏହି ଅବସ୍ଥା ଲାଗି ରହିଲେ ଅଧିକାଂଶ ଲୋକଙ୍କୁ ଶ୍ଵାସ ଜନିତ ସମସ୍ଯା ସ୍ଥିତିର ସାମନା କରିବାକୁ ପଡିପାରେ। ପ୍ରଦୂଷଣ ରୋକିବାକୁ କିଛି ଅଂଚଳରେ ପିଡବ୍ଲୁଡି ବିଭାଗ ପକ୍ଷରୁ ପାଣିର ସିଂଚନ କରାଯାଇଛି। ସେପଟେ ଦିଲ୍ଲୀରେ ଜମୁନା ନଦୀର ପାଣି ଦୁଷିତ ହୋଇଯାଇଛି। କାଳନ୍ଦୀ କୁଂଜ ଅଂଚଳରେ ଯମୁନା ନଦୀ ପାଣି ଉପରେ ଫେଣ ଭାସୁଥିବା ଦେଖିବାକୁ ମିଳିଛି। ସାରା ନଦୀର ପାଣିରେ ଏହି ଫେଣ ଭାସୁଛି। ଛଟ ପୂଜା ପୂର୍ବରୁ ଯମୁନା ନଦୀର ଅବସ୍ଥା ଖରାପ ହେବାରୁ ଲୋକଙ୍କ ଚିନ୍ତା ବଢିଛି । ପଡୋଶୀ ପଞ୍ଜାବ ଓ ହରିୟାଣାରେ ନଡ଼ା ଜାଳିବା ଘଟଣା ବଢୁଥିବାରୁ ଏହାର ପ୍ରଭାବ ଦିଲ୍ଲୀ ଉପରେ ପଡିବା ଦେଖାଯାଇଛି।

Tags: delhipolution
ShareTweetShareSend
Sanchar Live

Sanchar Live

Next Post
କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡାଙ୍କର ପରଲୋକ

କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡାଙ୍କର ପରଲୋକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.