ସଂଚାର ବ୍ୟୁରୋ: ସବୁ ବିଭାଗକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ସ୍ତରରେ ପ୍ରସ୍ତୁତି ବୈଠକ ଚାଲିଛି । ଆଜି ମୁଖ୍ୟମନ୍ତ୍ରୀ ନିଜେ ବାତ୍ୟା ପାଇଁ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ସମେତ ବିଭିନ୍ନ ବିଭାଗର ସମୀକ୍ଷା କରିବେ । ସମ୍ଭାବ୍ୟ ବାତ୍ୟା ପାଇଁ ସ୍ଵାସ୍ଥ୍ୟ ବିଭାଗ ମଧ୍ଯ ବାତ୍ୟା ପାଇଁ ପ୍ରସ୍ତୁତ ରହିଛି ।
© 2024 Sanchar News