ସଂଚାର ବ୍ୟୁରୋ: ଭୁବନେଶ୍ବର ପରେ କଟକରେ ଠାବ ହେଲା ସିମବକ୍ସ । କଟକ ମଧୁପାଟଣା ଅଞ୍ଚଳରେ ସିମବକ୍ସ ଠାବ ହୋଇଛି । ଭୁବନେଶ୍ବରରୁ ଗିରଫ ହୋଇଥିବା ରାଜୁ ମଣ୍ଡଲର ତଥ୍ଯ ଆଧାରରେ କଟକରେ ରେଡ କରି ସିମ ବକ୍ସ ଠାବ କରିଛି କମିଶନରେଟ ପୋଲିସ । ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଆସି ଆତଙ୍କୀ ଲିଙ୍କ୍ ସମ୍ପର୍କରେ ସତ ଉଗାରୁଛି ରାଜୁ । କଟକକୁ ରାଜୁ ମଣ୍ଡଲକୁ ନେଇଛି କମିଶନରେଟ ପୋଲିସ ।