Monday, December 1, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

କଟକରେ ପୋଲିସର ଫ୍ଲାଗମାର୍ଚ୍ଚ, ଗୁଜବକାରୀଙ୍କୁ CPଙ୍କ କଡ଼ା ଚେତାବନୀ

Sanchar Live by Sanchar Live
October 10, 2025
in ଓଡିଶା
0
କଟକରେ ପୋଲିସର ଫ୍ଲାଗମାର୍ଚ୍ଚ, ଗୁଜବକାରୀଙ୍କୁ CPଙ୍କ କଡ଼ା ଚେତାବନୀ
0
SHARES
10
VIEWS
FacebookTwitter

ଦୁର୍ଗାପୂଜା ଭଷାଣୀ ସମୟରେ ହୋଇଥିବା ଗୋଷ୍ଠୀ ବିବାଦ ପରଠୁ କଡ଼ା ସୁରକ୍ଷା ବଳୟରେ ରହିଛି କଟକ । ସହରରେ ଏବେ ସ୍ବାଭାବିକ ରହିଛି ସ୍ଥିତି । ସୋସିଆଲ ମିଡିଆରେ ଶୋଭାଯାତ୍ରା ବାହାରିବା ନେଇ ଗୁଜବ ସୃଷ୍ଟି ହେଉଥିବାରୁ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଛକ ଛକରେ ପୋଲିସ୍ ଜଗିଛି ।

ସେପଟେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ମିଛ ଗୁଜବକୁ ବିଶ୍ଵାସ ନ କରିବାକୁ ଅପିଲ୍ କଲେ ପୋଲିସ କମିଶନର । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି । ଯେଉଁମାନେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି, ସେମାନଙ୍କ ଅଭିଭାବକମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସିପି । ନିଜ ପିଲାଙ୍କୁ ଏହି ସବୁ କାର୍ଯ୍ୟରୁ ନିବୃତ ରଖନ୍ତୁ, ନଚେତ ସେମାନଙ୍କ ଭବିଷ୍ୟତ ଖରାପ ହେବା ସହିତ ଚାକିରି ମିଳିବାରେ ଅସୁବିଧା ହୋଇପାରେ ବୋଲି କହିଛନ୍ତି ପୋଲିସ୍ କମିଶନର ।
ସେପଟେ ସିଲଭର ସିଟିରେ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଗୁରୁବାର ହାତୀ ପୋଖରୀ ଓ କଦମ ଏ ରସୁଲ ଅଞ୍ଚଳରେ ପୋଲିସ ଘରେ ଘରେ ଯାଇ ସର୍ଚ୍ଚ ଅପରେସନ କରିଥିଲା । କେନ୍ଦ୍ରୀୟ ପୋଲିସ ଫୋର୍ସ ସହ ଓଡ଼ିଶା ପୋଲିସ ପକ୍ଷରୁ ବିଭିନ୍ନ ଘରେ ଯାଞ୍ଚ କରାଯାଇଥିଲା ।

ସେହିପରି ଦଶହରା ଭସାଣି ଗଣ୍ଡଗୋଳ ଓ ପରବର୍ତ୍ତୀ ହିଂସାକାଣ୍ଡ ତାତି ଏବେ ବି ଥିମିନଥିବା ବେଳେ କାଳୀ ପୂଜା ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ପୂଜା କମିଟି । ପୂଜା କମିଟି ପକ୍ଷରୁ ମା’ଙ୍କ ମୂର୍ତ୍ତି ପାଇଁ ନଡ଼ା ବନ୍ଧା ଓ ମାଟି କାମ ଆରମ୍ଭ ହୋଇଛି । କିନ୍ତୁ ଏସବୁ ମଧ୍ୟରେ କଟକ ସହରରେ ଘଟିଯାଇଥିବା ହିଂସାକୁ ନେଇ ସମସ୍ତେ ସଙ୍କା ଭିତରେ ରହିଛନ୍ତି । କଟକ ଡିସିପିଙ୍କ ତରଫରୁ ସହରବାସୀଙ୍କ ପାଇଁ ୨ଟି ମୋବାଇଲ୍‌ ନଂ ଜାରି କରାଯାଇଛି । କୌଣସି ସନ୍ଦେହଜନକ ବାର୍ତ୍ତା ପାଇଲେ ୭୩୨୮୦୭୭୩୨୪ / ୮୪୮୦୫୧୩୦୦୭ ମୋବାଇଲ୍‌ ନମ୍ବରରେ ଜଣାଇବାକୁ କୁହାଯାଇଛି । ସେଭଳି ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ବାସ ନ କରିବାକୁ ପରାମର୍ଶ ଦିଆଯାଇଛି ।

ସୂଚନା ଅନୁସାରେ, ଦଶହରା ପରେ ମାଆ ଦୁର୍ଗାଙ୍କ ଭସାଣି ବେଳେ ହାତୀ ପୋଖରୀ ଛକରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏହା ପରେ କଟକ ଅଶାନ୍ତ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗିଥିଲା । ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ଲାଗିଥିଲା । ଅନ୍ୟପଟେ କଟକରେ ସ୍ୱାଭାବିକ ହୋଇଛି ଜୀବନ ଯାତ୍ରା । ଭାଇଚାରାର ସହରରେ ଫେରିଛି ଶାନ୍ତି । ୩୬ ଘଣ୍ଟା ପରେ କଟକରୁ କର୍ଫ୍ୟୁ ହଟିଛି । ତେବେ ଜାରି ରହିଛି ପୋଲିସ ପାଟ୍ରୋଲିଂ, ସମ୍ବେଦନଶୀଳ ସ୍ଥାନରେ ଏବେ ବି ଫୋର୍ସ ମୁତୟନ ଅଛନ୍ତି । ପୋଲିସ କମିଶନର କହିଥିଲେ, କଟକଣା ସମୟରେ କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟିନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି ।

Tags: cuttacklaw and order
ShareTweetShareSend
Sanchar Live

Sanchar Live

Next Post
ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ

ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ
  • ବାସନ୍ଦ ନାଁରେ ଗାଁରୁ ଉଠୁନି ଶବ, ୨୦ ଘଣ୍ଟା ହେଲା…
  • ଦିଲ୍ଲୀରେ ମର୍ସିଡିସ-ବେଞ୍ଜ ଏସୟୁଭି ନେଲା ଜଣକ ଜୀବନ
  • ଦିଲ୍ଲୀ ମହାନଗର ନିଗମର ୧୨ଟି ୱାର୍ଡରେ ଉପନିର୍ବାଚନ
  • ଶ୍ରୀଲଙ୍କାରେ ତାଣ୍ଡବ ରଚି ଭାରତ ମୁହାଁ ସାମୁଦ୍ରିକ ଝଡ଼ ଡିଟୱା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.