Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ନବ ଦାସ ହତ୍ୟା ମାମଲା : ଦ୍ଵିତୀୟ ଦିନରେ କ୍ରାଇମବ୍ରାଞ୍ଚର ଖୋଳତାଡ଼

Sanchar Live by Sanchar Live
March 19, 2025
in ଓଡିଶା
0
ନବ ଦାସ ହତ୍ୟା ମାମଲା : ଦ୍ଵିତୀୟ ଦିନରେ କ୍ରାଇମବ୍ରାଞ୍ଚର ଖୋଳତାଡ଼
0
SHARES
15
VIEWS
FacebookTwitter

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ କରୁଛି ସାନି ତଦନ୍ତ । ଗତକାଲି ନବଙ୍କ ପତ୍ନୀ ମିନତୀଙ୍କ ସହ ପୁଅ ବିଶାଳ ଓ ଝିଅ ଦିପାଳୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା । ସାନି ତଦନ୍ତର ଦ୍ଵିତୀୟ ଦିନରେ ଆଜି କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନର ଖୋଳତାଡ଼ କରୁଛି ।

ନବ ଦାସଙ୍କ ବାସଭବନରେ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ନବଙ୍କ ଘର ସହ ଝାରସୁଗୁଡ଼ା ବିମାନବନ୍ଦର, ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲ୍‌ରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଛାନଭିନ୍ କରିଛି । ମଙ୍ଗଳବାର ନବଙ୍କ ପତ୍ନୀ, ପୁଅ ଓ ଝିଅଙ୍କୁ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ୭ ଘଣ୍ଟା ଧରି ପଚରାଉଚରା କରି ବୟାନ ରେକର୍ଡ କରିଥିଲା ।

ତଦନ୍ତ ଦାୟିତ୍ଵରେ ଥିବା କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ କହିଛନ୍ତି, ତଦନ୍ତ ବେଳେ ଯିଏ ପରିସରକୁ ଆସିବେ ସମସ୍ତଙ୍କୁ ପଚରାଉଚରା କରାଯିବ । ୨୦୨୩ ଜାନୁଆରୀ ୨୯ରେ ବ୍ରଜରାଜନଗରର ଗାନ୍ଧୀ ଛକରେ ଦିନ ପ୍ରାୟ ୧୨ଟା ସମୟରେ ଗୁଳିମାଡ଼ କରିଥିଲେ ପୋଲିସ ଏଏସ୍ଆଇ ଗୋପାଳ ଦାସ ।

ଗୁଳିମାଡ଼ ପରେ ନବଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ଇସିଜି କରାଯିବା ପରେ ଏୟାର ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ାରୁ ଅଣା ଯାଇଥିଲା ଭୁବନେଶ୍ଵର ଆପୋଲୋ ହସ୍ପିଟାଲ୍ । ଆଉ ଆପୋଲୋରେ ନବଙ୍କ ଅସ୍ତ୍ରୋପଚାର କିଛି ସମୟ ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ନବଙ୍କୁ ଗୁଳିମାଡ଼ରୁ ନେଇ ଆପୋଲୋ ହସ୍ପିଟାଲ୍ ଅଣାଯିବା ପର୍ଯ୍ୟନ୍ତ କଣ କଣ ଘଟିଥିଲା ? କେଉଁ ଡାକ୍ତର କଣ ଚିକିତ୍ସା କରିଥିଲେ ? ଏବେ ଏସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଗୁଳିମାଡ଼ ଦିନ ନବ ପିନ୍ଧିଥିବା ସାର୍ଟ କୁଆଡ଼େ ଗଲା ? କୋଭିଡ୍ ନାଁରେ ସାର୍ଟ ପୋଡ଼ି ଦିଆ ଯାଇଛି କି ? ଏ ସବୁ ଦିଗରେ ବି କ୍ରାଇମବ୍ରାଞ୍ଚ ଛାନଭିନ୍ କରିବ ବୋଲି ଜଣାପଡ଼ିଛି ।

Tags: crime reportNaba das murder
ShareTweetShareSend
Sanchar Live

Sanchar Live

Next Post
ଆଜିଠୁ ଆରମ୍ଭ ତୋଷାଳି ମେଳା

ଆଜିଠୁ ଆରମ୍ଭ ତୋଷାଳି ମେଳା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.