Thursday, June 5, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ରାଜ୍ୟପାଳଙ୍କୁ ଭେଟିଲେ ପିସିସି ସଭାପତିଙ୍କ ସମେତ କଂଗ୍ରେସ ବିଧାୟକ

Sanchar Live by Sanchar Live
March 29, 2025
in ରାଜନୀତି
0
ରାଜ୍ୟପାଳଙ୍କୁ ଭେଟିଲେ ପିସିସି ସଭାପତିଙ୍କ ସମେତ କଂଗ୍ରେସ ବିଧାୟକ
0
SHARES
15
VIEWS
FacebookTwitter

ରାଜ୍ୟପାଳଙ୍କୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସର ବିଧାୟକ ଏଵଂ ବରିଷ୍ଠ କଂଗ୍ରେସ ନେତା । ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଆଇନଶୃଙ୍ଖଳା । ରାଜ୍ୟରେ ମହିଳା, ଛୋଟ ଝିଅମାନେ ଅସୁରକ୍ଷିତ, ମହିଳା ଓ ଛୋଟ ଝିଅମାନଙ୍କ ଉପରେ ନିର୍ଯ୍ୟାତନା ଓ ଗଣଦୁଷ୍କର୍ମ ବୃଦ୍ଧି ହେଉଥିଲେ ମଧ୍ୟ ସରକାର ନିରବ ।  ସେ ବାବଦରେ ହାଉସ କମିଟି ଗଠନ କରିବା ପାଇଁ ଦାବି କରିବାରୁ ବିଧାୟକମାନଙ୍କୁ ଗୃହ ଭିତରକୁ ଯିବାକୁ ଦିଆଯାଉନି । ସବୁ କଂଗ୍ରେସ ବିଧାୟକ ମାନଙ୍କୁ ନିଲମ୍ବନ କରାଯାଇଛି ।

ଏହା ଅଗଣତାନ୍ତ୍ରିକ, ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ବିଧାନସଭା ବାରଣ କରିବା ଏଵଂ ଆନ୍ଦୋଳନ କଲେ ପୋଲିସ ଲଗେଇ କଂଗ୍ରେସ ନେତା ଓ କର୍ମୀଙ୍କୁ ଆକ୍ରମଣ କରିବା । ଆନ୍ଦୋଳନକାରୀଙ୍କୁ ଲାଠିମାଡ, ପାଣିମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କଲେ ।  କିନ୍ତୁ ପୋଲିସ ପଥର ମାରିବା ଓ ଆନ୍ଦୋଳନକାରୀଙ୍କ ମୁଣ୍ଡ ଫଟାଇବା ଆଶ୍ଚର୍ଯ୍ୟ ଲାଗିଲା  । ପୋଲିସ ଲଗାଇ ସରକାର କଂଗ୍ରେସ ନେତାଙ୍କୁ ଦମନ କରିବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟରେ ଦୀର୍ଘ ଦିନଧରି ମହିଳା କମିଶନ ଅଧ୍ୟକ୍ଷା ନଥିବାରୁ ତୁରନ୍ତ ଅଧକ୍ଷା ନିଯୁକ୍ତ ପାଇଁ ଜଣାଇଛୁ ।

ରାଜ୍ୟପାଳଙ୍କୁ ଏ ବାବଦରେ ଭେଟି ଜଣେଇଛୁ । ରାଜ୍ୟପାଳ କହିଛନ୍ତି ଅନୁଧ୍ୟାନ କରିବେ। ଆମର ବିଶ୍ବାସ ସେ ନ୍ୟାୟ ଦେବେ ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏବଂ ଲଢେଇ ଜାରି ରହିବ ବୋଲି ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ସେପଟେ ଆଜିର ଘଟଣା ବିଧାନସଭା ଆଗରେ ବିଧାୟକ ଧାରଣା ଦେବ ପ୍ରସଙ୍ଗରେ ବିଧାୟକ ତାରା ବାହିନୀପତି କହିଛନ୍ତି ଆମେ କାହା ଦୟାରେ ରାଜନୀତି କରୁନୁ । ଆମେ ଏ ବାବଦରେ ଆଜି ରାଜ୍ୟପାଳଙ୍କୁ ଭେଟିଛୁ । ରାଷ୍ଟ୍ରପତିଙ୍କୁ ଭେଟିବୁ ।

Tags: congresspolitics
ShareTweetShareSend
Sanchar Live

Sanchar Live

Next Post
ଓଏଏସ୍ ସ୍ତରରେ ଅଦଳବଦଳ

ଓଏଏସ୍ ସ୍ତରରେ ଅଦଳବଦଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୁଣି ଥରେ ଲକ୍ଷେ ଟଙ୍କା ପାର୍‌ କଲା ସୁନା ଦର
  • ଶ୍ରୀମନ୍ଦିର ପ୍ରଶାସନକୁ ପଠା ହେଲା ଅହିଂସା ଟସରରେ ପ୍ରସ୍ତୁତ ବାସୁଙ୍ଗା ପାଟ
  • ବିଏସ୍‌ଏଫ୍‌ ଯବାନଙ୍କୁ ଅପହରଣ ଅଭିଯୋଗ
  • ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର
  • ଓଡ଼ିଶା ଶିଳ୍ପ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ପାଇବ ଗଞ୍ଜାମ; ୧୨ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.