Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ରୋହିତଙ୍କୁ ନେଇ ପୁଣି ଏମିତି କହିଲେ କଂଗ୍ରେସ ନେତ୍ରୀ

Sanchar Live by Sanchar Live
March 5, 2025
in କ୍ରୀଡ଼ା
0
ରୋହିତଙ୍କୁ ନେଇ ପୁଣି ଏମିତି କହିଲେ କଂଗ୍ରେସ ନେତ୍ରୀ
0
SHARES
24
VIEWS
FacebookTwitter

ଆଇସିସି ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି । ଟିମ୍ ଇଣ୍ଡିଆର ବିଜୟରେ ସମଗ୍ର ବିଶ୍ବରୁ ଭାରତୀୟ କ୍ରିକେଟ ପ୍ରେମୀ ଟିମ୍ ଏବଂ ରୋହିତ ଶର୍ମାଙ୍କୁ ଶୁଭେଚ୍ଛା ଜଣଶଉଛନ୍ତି । ଏହି ଭିତରେ ରୋହିତ ଶର୍ମାଙ୍କୁ ‘ମୋଟା’ କହୁଥିବା କଂଗ୍ରେସ ପ୍ରବକ୍ତା ଶାମା ମହମ୍ମଦ ମଧ୍ୟ ଟିମ ଇଣ୍ଡିଆକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ ଫାଇନାଲ ମ୍ୟାଚକୁ ନେଇ ଖୁବ ଉତ୍ସାହିତ ଅଛି।

କଂଗ୍ରେସ ପ୍ରବକ୍ତା ଶାମା ମହମ୍ମଦ କହିଛନ୍ତି, “ମୋତେ ବହୁତ ଖୁସି ଲାଗୁଛି ଯେ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆର ବିପକ୍ଷ ସେମିଫାଇନାଲ ମ୍ୟାଚ ଜିତିଛି । ବିରାଟ କୋହଲିଙ୍କୁ ୮୪ ରନ କରିବା ପାଇଁ ଅଭିନନ୍ଦନ ଜଣାଉଛି । ମୁଁ ଫାଇନାଲ ମ୍ୟାଚ ଦେଖିବାକୁ ଖୁବ୍ ଉତ୍ସାହିତ ଅଛି।”

ଦୁବାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୪ ୱିକେଟ୍ ବିଜୟ ସମୟରେ ଗୁରୁତ୍ୱପୂର୍ଣ୍ଣ ୮୪ ରନ୍ କରିଥିବାରୁ କଂଗ୍ରେସ ନେତା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।

 

ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ X ରେ ପୋଷ୍ଟ କରି ଶାମା ମହମ୍ମଦ କହିଥିଲେ ଯେ, ଜଣେ ଖେଳାଳି ଭାବେ ସେ ଅଧିକ ଓଜନିଆ ଏବଂ ତାଙ୍କୁ ଓଜନ ହ୍ରାସ କରିବା ଆବଶ୍ୟକ । ସେ ହେଉଛନ୍ତି ଭାରତର ସବୁଠାରୁ ଖରାପ ଅଧିନାୟକ ।

କଂଗ୍ରେସର ପ୍ରବକ୍ତାଙ୍କ ଦ୍ୱାରା ରୋହିତ ଶର୍ମାଙ୍କ ଅପମାନକୁ ନେଇ ବିଜେପି ପ୍ରତିବାଦ କରିଥିଲା । ବିଜେପିର ମହିଳା ନେତା ରାଧିକା ଖେଡ଼ା ଲେଖିଥିଲେ ଯେ, କଂଗ୍ରେସ ପ୍ରବକ୍ତାଙ୍କ ଦ୍ୱାରା ରୋହିତ ଶର୍ମାଙ୍କ ବଡି ସେମିଂ କରିବା ଦୁଃସାହସ । କଂଗ୍ରେସ ଦଶନ୍ଧି ଧରି ଖେଳାଳିମାନଙ୍କ ଅପମାନ କରିଆସିଛି । ରୋହିତ ଶର୍ମା ବିଶ୍ବକପ ବିଜେତା ଅଧିନାୟକ । ହେଲେ ରାହୁଲ ଗାନ୍ଧି ନିଜ ପାର୍ଟିକୁ ସମ୍ଭାଳି ପାରୁନାହାନ୍ତି । କଂଗ୍ରେସ ପ୍ରବକ୍ତାଙ୍କୁ ଭାରତକୁ ଗୌରାବାନ୍ବିତ କରିଥିବା ବ୍ୟକ୍ତିଙ୍କୁ ଅପମାନ କରିବା ପରିବର୍ତ୍ତେ ପ୍ରଶଂସା କରିବା ସହତ ନିର୍ବାଚନ ଉପରେ ଧ୍ୟାନ ଦେବା ଉଚିତ ।

Tags: congresscricketrohit shama
ShareTweetShareSend
Sanchar Live

Sanchar Live

Next Post
ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.