ବାଲେଶ୍ବର ଜିଲ୍ଲାର ଏଫ୍ଏମ୍ ସ୍ୱୟଂଶାସିତ କଲେଜର ମୃତ ଛାତ୍ରୀ ଏବଂ ପୁରୀ ଜିଲ୍ଲାର ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଓଡ଼ିଶା କଂଗ୍ରେସ ଅଗଷ୍ଟ ୧୪ରେ ଦୁଇଟି ପଦଯାତ୍ରା କରିବ ବୋଲି ଓପିସିସି ସଭାପତି ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି।

© 2024 Sanchar News