Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

୨୪ ଟଙ୍କା ଶସ୍ତା ହେଲା କର୍ମସିଆଲ ଗ୍ୟାସ ସିଲିଣ୍ଡର

Sanchar Live by Sanchar Live
June 1, 2025
in ଓଡିଶା
0
୨୪ ଟଙ୍କା ଶସ୍ତା ହେଲା କର୍ମସିଆଲ ଗ୍ୟାସ ସିଲିଣ୍ଡର
0
SHARES
5
VIEWS
FacebookTwitter

ଗୃହିଣୀଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା LPG ସିଲିଣ୍ଡର । ୨୪ ଟଙ୍କା ଶସ୍ତା ହେଲା କର୍ମସିଆଲ ଗ୍ୟାସ ସିଲିଣ୍ଡର। ଆଜିଠୁ ନୂଆ ଦର ଲାଗୁ । ଅଏଲ ମାର୍କେଟିଙ୍ଗ କମ୍ପାନୀ ଦ୍ବାରା ୧୯କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ କମାଯାଇଛି । ଦିଲ୍ଲୀରେ ୧୯ କିଲୋ କର୍ମସିଆଲ LPG ସିଲିଣ୍ଡରର ମୂଲ୍ୟ ୧୭୭୬ ଟଙ୍କାରୁ ହ୍ରାସ ପାଇ ୧୭୫୧.୫୦ ଟଙ୍କା ହୋଇଛି । ଘରୋଇ LPG ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ପୂର୍ବରୁ କର୍ମସିଆଲ ସିଲିଣ୍ଡର ଦାମ ୧୭୬୨ଟଙ୍କା ଥିବା ବେଳେ ବର୍ତ୍ତମାନ ୨୪ଟଙ୍କା କମି ଦିଲ୍ଲୀରେ ୧୭୩୮ ଟଙ୍କା ରହିଛି ।  କୋଲକତାରେ ସିଲିଣ୍ଡରର ନୂତନ ଦର ୧୮୨୬ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ରବିବାର ଠାରୁ ୧୮୮୧ ଟଙ୍କା ହୋଇଛି । ମହାରାଷ୍ଟ୍ରର ମୁମ୍ବାଇରେ ସିଲିଣ୍ଡରର ଦର ୧୬୭୪.୫୦ ଟଙ୍କା ରହିଥିବା ବେଳେ ବେଙ୍ଗାଲୁରୁରେ ନୂଆ ଦର ୧୭୯୬.୫୦ ଟଙ୍କା ହୋଇଛି । ଭୁବନେଶ୍ୱରରେ କର୍ମସିଆଲ ସିଲିଣ୍ଡରର ମୂଲ୍ୟ ୧୭୫୨ ଟଙ୍କା ହୋଇଛି ।

Tags: gas cylderindia
ShareTweetShareSend
Sanchar Live

Sanchar Live

Next Post
ଜୁନ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ, ଶୀଘ୍ର ସାରନ୍ତୁ କାମ

ଜୁନ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ, ଶୀଘ୍ର ସାରନ୍ତୁ କାମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.