Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବରଗଡ଼ର ଧନୁଯାତ୍ରା ଦେଖିବାକୁ ଆସିବେ ମୁଖ୍ୟମନ୍ତ୍ରୀ

Sanchar Live by Sanchar Live
January 12, 2025
in ଓଡିଶା
0
ବରଗଡ଼ର ଧନୁଯାତ୍ରା ଦେଖିବାକୁ ଆସିବେ ମୁଖ୍ୟମନ୍ତ୍ରୀ

Oplus_131072

0
SHARES
5
VIEWS
FacebookTwitter

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ଼ର ଧନୁଯାତ୍ରା ଦେଖିବାକୁ ଆସିବେ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ  ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ୭୭ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଆନନ୍ଦ ଉଠାଇବେ। ଏନେଇ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ଧନୁଯାତ୍ରାକୁ ଏଥର ୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବା ସହ ଯାତ୍ରାକୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଗଣ ଆସିବେ ବୋଲି ସେ କହିଥିଲେ।  ସେହିପରି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଏ ଯାତ୍ରା ବରଗଡ଼ର ଅସ୍ମିତାର ଯାତ୍ରା, କୃଷକ ଓ ବୁଣାକାରଙ୍କ ଯାତ୍ରା। ଯାତ୍ରାକୁ ମାନ୍ୟତା ଦେବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ଓ ସ୍ଥାୟୀ ଗେଟ୍‌ ନିର୍ମାଣ ହୋଇଛି। ଆଗକୁ ସ୍ଥାୟୀ ରାଜ ଦରବାର କରିବାକୁ ଯୋଜନା ଥିବା କହିଥିଲେ। ବିଧାୟକ ଶ୍ରୀ ମହାନନ୍ଦ ଧାନରେ ସରକାର ୮୦୦ ଟଙ୍କା ବୋନସ୍‌ ଦେଇଛନ୍ତି ଓ ଧନୁଯାତ୍ରାରେ ମଧ୍ୟ ସହାୟତା କରିଛନ୍ତି। କଳାକାରଙ୍କଠାରୁ ନେଇ ସମସ୍ତଙ୍କ ପାଇଁ ଏ ସରକାର ଏଥର ପଦକ୍ଷେପ ନେଇଥିବା କହିଥିଲେ। ବିଧାୟକ ଶ୍ରୀ ଗଡ଼ତ୍ୟା ସରକାର ପରିବର୍ତ୍ତନ ହେବାପରେ ଏଥର ଯାତ୍ରାରେ ଅନେକ ପରିବର୍ତ୍ତନ ହୋଇଛି ବୋଲି କହିଥିଲେ।

Tags: baragarhdhanujatramohan majhi
ShareTweetShareSend
Sanchar Live

Sanchar Live

Next Post
ଝାରସୁଗୁଡ଼ାରେ ପହଞ୍ଚିଲେ ବିଜେଡିର ଫ୍ଯାକ୍ଟ ଫାଇଣ୍ଡିଙ୍ଗ କମିଟି

ଝାରସୁଗୁଡ଼ାରେ ପହଞ୍ଚିଲେ ବିଜେଡିର ଫ୍ଯାକ୍ଟ ଫାଇଣ୍ଡିଙ୍ଗ କମିଟି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.