Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ପଦ୍ମ ଧରିଲେ ଚମ୍ପାଇ ସୋରେନ

Sanchar Live by Sanchar Live
August 30, 2024
in ରାଜନୀତି
0
ପଦ୍ମ ଧରିଲେ ଚମ୍ପାଇ ସୋରେନ
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ସମାପ୍ତ ହେଲା ଚର୍ଚ୍ଚା । ଜେଏମଏମ ଛାଡ଼ିବା ପରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ କେବେ ବିଜେପିେ ଯୋଗ ଦେବେ ଚର୍ଚ୍ଚା ହେଉଥିଲା । ଆଜି ଏଥିରେ ଜବନିକା ପଡ଼ିଛି ।  ଡ୍ୟାମେଜ୍ କଂଟ୍ରୋଲ ଲାଗି ହେମନ୍ତ ସୋରେନ ରାମଦାସ ସୋରେନଙ୍କୁ ଚମ୍ପାଇଙ୍କ ସ୍ଥାନରେ ମନ୍ତ୍ରୀ କରିଛନ୍ତି ।

ଆଜି ଚମ୍ପାଇ ସୋରେନଙ୍କୁ ସ୍ବାଗତ କରିବାକୁ ରାଞ୍ଚିର ଶାଖା ମୈଦାନରେ ଅଭିନନ୍ଦନ ଓ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ପ୍ରଭାରୀ ଶିବରାଜ ସିଂହ ଚୌହାନ, ନିର୍ବାଚନ ସହପ୍ରଭାବରୀ ହିମନ୍ତ ବିଶ୍ବଶର୍ମା, ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡିଙ୍କ ସେମତ ଝାଡ଼ଖଣ୍ଡ ବିଜେପିର ପ୍ରାୟ ସମସ୍ତ ନେତା ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ ଚମ୍ପାଇ ସୋରେନଙ୍କ ପୁଅ ବାବୁଲାଲ ସୋରେନ ମଧ୍ୟ ଉପସ୍ଥିତ ଥିଲେ ।

ଝାଡ଼ଖଣ୍ଡରେ ରାଜନୈତିକ ହଟଚମଟ ଜାରି ରହିଛି । ଦିନେ ହେମନ୍ତ ସୋରେନଙ୍କ ବିଶ୍ବସ୍ତ ଥିବା ଚମ୍ପାଇ ସୋରେନ ଜେଏମଏ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ହେମନ୍ତ ସୋରେନ ମନି ଲଣ୍ଡରିଂ ମାମଲାରେ ପ୍ରାୟ ୫ ମାସ ଜେଲ ଯାଇଥିଲେ । ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ । କିନ୍ତୁ ହେମନ୍ତ ସୋରେନ ଜେଲରୁ ଫେରିବା ପରେ ହଠାତ ଚମ୍ପାଇ ସୋରେନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ପରେ ହେମନ୍ତ ସୋରେନ୍ ପୁଣି ଥରେ ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିଲେ । ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ଚମ୍ପାଇ ସୋରେନ । ଫଳସୁରୂପ ଆଜି ତାର ପରିଣାମ ଜେଏମଏମକୁ ଭୋଗିବାକୁ ପଡ଼ିଛି ବୋଲି କୁହାଯାଉଛି ।

Tags: bjpchampai sorenjharkhandapolitics
ShareTweetShareSend
Sanchar Live

Sanchar Live

Next Post
ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣା, ଏମିତି କହିଲେ ପ୍ରଧାନମନ୍ତ୍ରୀ

ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣା, ଏମିତି କହିଲେ ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.