ସଂଚାର ବ୍ୟୁରୋ: ଧରାପଡିଲା ଚେନ ଚୋର । ନିର୍ଧୁମ ଛେଚି ପୋଲିସର ଜିମା ଦେଲେ ଲୋକେ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ଫେରାର ମାରିବା ବେଳେ ମାଡିବସିଲେ ସ୍ଥାନୀୟ ଲୋକେ । ଚୋରକୁ ବହେ ମାରିବା ସହ ଖଣ୍ଡଗିରି ଥାନା ପୋଲିସର ଜିମା ଦେଇଛନ୍ତି ।
© 2024 Sanchar News