Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆସନ୍ତାକାଲିଠାରୁ ଚଡ଼କ ଯାତ୍ରା ପାଇଁ ଦୀଘାରେ ସ୍ପେଶାଲ ଟ୍ରେନ୍

Sanchar Live by Sanchar Live
April 8, 2025
in ଓଡିଶା
0
ଆସନ୍ତାକାଲିଠାରୁ ଚଡ଼କ ଯାତ୍ରା ପାଇଁ ଦୀଘାରେ ସ୍ପେଶାଲ ଟ୍ରେନ୍
0
SHARES
1
VIEWS
FacebookTwitter

ଚନ୍ଦନେଶ୍ୱର ଚଡ଼କ ଯାତ୍ରା ପାଇଁ ପଶ୍ଚିମବଙ୍ଗ ଦୀଘାରେ ଆସନ୍ତାକାଲିଠାରୁ ଚାଲିବ ସ୍ପେଶାଲ ଟ୍ରେନ । ପାଉଁଶକୁରାଠାରୁ ଦୀଘାକୁ ଚାଲିବ ଏହି ସ୍ପେଶାଲ ଟ୍ରେନ । ସୂଚନା ଦେଲେ ଦୀଘା ରେଳବାଇ ସ୍ପେଶାଲ ମ୍ୟାନେଜର ସଞ୍ଜୀବ କୁମାର ଦାସ ମହାପାତ୍ର । ବାଲେଶ୍ୱର ଭୋଗରାଇ ବାବା ଚନ୍ଦନେଶ୍ୱରଙ୍କ ଶୈବପୀଠରେ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଚଡ଼କ ଯାତ୍ରା ।

ଏହି ଚଡ଼କ ଯାତ୍ରା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଆସନ୍ତାକାଲି ରହିଛି ବାବା ଆଶୁତୋଷଙ୍କ ବିବାହ ପର୍ବ । ଆଜି ଷଷ୍ଠ ଅର୍ଘ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ବ୍ରତ ଧାରଣ କରୁଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ଚଡ଼କ ପର୍ବରେ ୮୦ପ୍ରତିଶତ ଶ୍ରଦ୍ଧାଳୁ ପଶ୍ଚିମବଙ୍ଗରୁ ଆସୁଥିବାବେଳେ ପଶ୍ଚିମବଙ୍ଗ ସ୍ଥିତ ପାଉଁଶକୁରାଠାରୁ ଦୀଘା ପର୍ଯ୍ୟନ୍ତ ସ୍ପେଶାଲ ଟ୍ରେନ ଆସନ୍ତାକାଲି ଠାରୁ ଚାଲିବା ନେଇ ସୂଚନା ଦେଇଛନ୍ତି ଦୀଘା ରେଳବାଇ ସ୍ପେଶାଲ ମ୍ୟାନେଜର ।

Tags: balasoreChadak jatra
ShareTweetShareSend
Sanchar Live

Sanchar Live

Next Post
ଆସିଲେ ହାଣିଲେ ସର୍ଵସ୍ବାନ୍ତ କରି ଚାଲିଗଲେ

ଆସିଲେ ହାଣିଲେ ସର୍ଵସ୍ବାନ୍ତ କରି ଚାଲିଗଲେ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.