Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସିବିଏସ୍‌ଇ ବୋର୍ଡ ପରୀକ୍ଷା-୨୦୨୫ ଆରମ୍ଭ

Sanchar Live by Sanchar Live
February 15, 2025
in ଓଡିଶା
0
ସିବିଏସ୍‌ଇ ବୋର୍ଡ ପରୀକ୍ଷା-୨୦୨୫ ଆରମ୍ଭ
0
SHARES
24
VIEWS
FacebookTwitter

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନ ଇଂରାଜୀ ପରୀକ୍ଷା ରହିଛି। ଫେବ୍ରୁଆରି ୨୦ରେ ବିଜ୍ଞାନ, ୨୫ରେ ସୋସିଆଲ ସାଇନ୍ସ, ମାର୍ଚ୍ଚ ୧୦ରେ ଗଣିତ, ୧୩ରେ ହୋମ ସାଇନ୍ସ, ୧୮ରେ ଆଇଟି/କମ୍ପ୍ୟୁଟର ଆପ୍ଲିକେସନ ପରି ପ୍ରମୁଖ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ଦେବଗଡ଼ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲ ଭଗବାନ ସାହୁ ଏହି ସୂଚନା ଦେଇଛନ୍ତି।

ଦ୍ୱାଦଶ ଶ୍ରେଣୀର ଫିଜିକାଲ ଏଜୁକେସନ ଆସନ୍ତା ୧୭ ତାରିଖ ଠାରୁ ଆରମ୍ଭ ହେବ। ଦ୍ବାଦଶ ଶ୍ରେଣୀର ଲିଖିତ ପରୀକ୍ଷା ଆସନ୍ତା ୨୧ ତାରିଖ ପଦାର୍ଥ ବିଜ୍ଞାନରୁ ଆରମ୍ଭ ହେବ। ୨୪ରେ ଭୂଗୋଳ, ୨୭ରେ ରସାୟନବିଜ୍ଞାନ, ମାର୍ଚ୍ଚ ୮ରେ ଗଣିତ, ୧୯ରେ ଅର୍ଥନୀତି, ୨୨ରେ

ରାଜନୀତିବିଜ୍ଞାନ, ୨୫ରେ ଜୀବବିଜ୍ଞାନ, ୨୬ରେ ଆକାଉଣ୍ଟାନ୍ସି, ୨୭ରେ ସାମାଜିକବିଜ୍ଞାନ, ଏପ୍ରିଲ ୧ରେ ଇତିହାସ, ୩ରେ ଗୃହବିଜ୍ଞାନ, ୪ରେ ମନସ୍ତତ୍ତ୍ବବିଜ୍ଞାନ ପରି ପ୍ରମୁଖ ବିଷୟର ପରୀକ୍ଷା ହେବ।

ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଦେଶର ପ୍ରାୟ ୪୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ସାମିଲ ହେଉଛନ୍ତି। ପରୀକ୍ଷା ପାଇଁ ସାରା ଦେଶରେ ୭,୮୪୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଦଶମ ଶ୍ରେଣୀରେ ଓଡ଼ିଶାରେ ପ୍ରାୟ ୩୦ ହଜାର ପରୀକ୍ଷାର୍ଥୀ ଥିବାବେଳେ ଦ୍ୱାଦଶ ଶ୍ରେଣୀରେ ୧୮ ହଜାର ପିଲା ନାମ ପଞ୍ଜୀକରଣ କରିଥିବା ସିବିଏସ୍‌ଇର ଭୁବନେଶ୍ବରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Tags: Cbse exameducation
ShareTweetShareSend
Sanchar Live

Sanchar Live

Next Post
ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ

ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଖେଳୁଥିବା ସମୟରେ ପୋଖରୀରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ
  • ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କୁ ଦୁଷ୍କର୍ମ
  • ସୁନା-ରୂପା କିଣିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ସହରରେ କଣ ରହିଛି ଦାମ..

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.