ଝାଡ଼ଖଣ୍ଡ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଭୟଙ୍କର...
Read moreଭୁବନେଶ୍ୱର: ଫେବ୍ରୁଆରି ମାସରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରି ୨ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୨ତାରିଖରେ ଭୁବନେଶ୍ବରରେ...
Read moreଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା...
Read moreଆସିଲା ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ମିଳିଲା ସୁଭଦ୍ରା କିସ୍ତି । ଏଥିରେ ୧ ଲକ୍ଷ ୭୮ ହଜାର ୩୯୮...
Read moreମାର୍ଚ୍ଚରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ । ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ । ପ୍ରଭାବିତ ହେବେ ୪୦ ହଜାର ଓଡ଼ିଆ । ଭୁବନେଶ୍ବର ଆବୁଧାବି...
Read moreଭୁବନେଶ୍ୱର: ରାଜ୍ୟରେ 'ଆମ ବସ୍' ଚଲାଇବେ ମହିଳା । ମହିଳାଙ୍କ ହାତରେ ରହିବ ଆମ ବସ୍ ଷ୍ଟିଅରିଂ । ତାଲିମ ପାଇଁ ଆସନ୍ତା ୩୧ ତାରିଖରେ କ୍ୟାପିଟାଲ...
Read moreକମୁଛି ଶୀତ, ବଢ଼ୁଛି ତାପମାତ୍ରା । ୪ ଦିନ ହେଲା ଧିରେ ଧିରେ ବଢୁଛି ରାତି ପାରଦ । ଉପକୂଳରେ ପାଖାପାଖି ୩ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ...
Read moreସୁନା ବଜାରରେ ନିଆଁ। ସୁନା ମୂଲ୍ୟରେ ଏବେ ସାରା ବିଶ୍ୱରେ ନିଆଁ ଲାଗିଛି। ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଦେଢ ଲକ୍ଷ ଟପିଲା ଦର। ସୀମା...
Read moreରାଜଧାନୀରେ ପୁଣି ଥର୍ ଆତଙ୍କ । ଜୀବନ ନେଲା ଥର୍ । କ୍ୟାପିଟାଲ ହସପିଟାଲ ଛକରେ ଭୟଙ୍କର ଦୁର୍ଘଟଣା । ଦ୍ରୁତ ବେଗରେ ଆସି ବାଇକକୁ ଧକ୍କା...
Read moreଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡସିଂହାର ନୀତିରେ ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀଜୀଉଙ୍କ ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ପଦ୍ମବେଶ...
Read more© 2024 Sanchar News