ଭାରତ

ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜୀ ନଗର ଜିଲ୍ଲା ସ୍କୁଲରେ ଅଘଟଣ, ବିସ୍କୁଟ ଖାଇ ୮୦ ଅସୁସ୍ଥ

ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜୀ ନଗର ଜିଲ୍ଲା ସ୍କୁଲରେ ଅଘଟଣ, ବିସ୍କୁଟ ଖାଇ ୮୦ ଅସୁସ୍ଥ

ସଂଚାର ବ୍ୟୁରୋ: ବିସ୍କୁଟ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ। ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜୀ ନଗର ଜିଲ୍ଲାସ୍ଥିତ ଏକ ସ୍କୁଲରେ ଅଘଟଣ। ପୁଷ୍ଟିକର ଖାଦ୍ଯ କାର୍ଯ୍ୟକ୍ରମରେ ଦିଆଯାଇଥିବା ବିସ୍କୁଟ...

Read more

ବସ୍‌ ଓ ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା, ୧୦ ମୃତ

ବସ୍‌ ଓ ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା, ୧୦ ମୃତ

ସଂଚାର ବ୍ୟୁରୋ: ବସ୍‌ ଓ ପିକ୍‌ଅପ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୧୦ ଜଣଙ୍କ ମୃତ୍ଯୁ। ୩୦ରୁ ଅଧିକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଘଟିଛି ଏ...

Read more

ଆରଜି କର ହସ୍ପିଟାଲର ଆଖପାଖ ଅଂଚଳରେ ଲାଗିଲା ଧାରା ୧୪୪

ଆରଜି କର ହସ୍ପିଟାଲର ଆଖପାଖ ଅଂଚଳରେ ଲାଗିଲା ଧାରା ୧୪୪

ସଂଚାର ବ୍ୟୁରୋ: କୋଲକାତା ଆରଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଆରଜି କର ହସ୍ପିଟାଲର ଆଖପାଖ ଅଂଚଳରେ ଲାଗିଲା ଧାରା ୧୪୪। ଆଜିଠାରୁ...

Read more

ଜେଜେପି ଛାଡିଲେ ୪ ବିଧାୟକ

ଜେଜେପି ଛାଡିଲେ ୪ ବିଧାୟକ

ସଂଚାର ବ୍ୟୁରୋ: ହରିୟାଣା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ବଢିଲା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ଟେନସନ। ଜେଜେପି ଛାଡିଲେ ୪ ବିଧାୟକ। ଦଳ...

Read more

ବଢ଼ିଲା ସିଦ୍ଦରମୈୟାଙ୍କ ଅଡୁଆ

ବଢ଼ିଲା ସିଦ୍ଦରମୈୟାଙ୍କ ଅଡୁଆ

ସଂଚାର ବ୍ୟୁରୋ: କର୍ଣ୍ଣାଟକର ବହୁଚର୍ଚ୍ଚିତ ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ବା ମୁଡା ସ୍କାମ। ବଢିଲା ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡୁଆ। ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ ଲାଗି...

Read more

ଇଓଏସ-୦୮ ଉପଗ୍ରହ ଉତ୍‌କ୍ଷେପଣ କଲା ଇସ୍ରୋ

ଇଓଏସ-୦୮ ଉପଗ୍ରହ ଉତ୍‌କ୍ଷେପଣ କଲା ଇସ୍ରୋ

ଇଓଏସ-୦୮ ଉପଗ୍ରହରେ ତିନୋଟି ପେଲୋଡ୍ ଅଛି। ଏଥିରେ ଇଲେକ୍ଟ୍ରୋ ଅପ୍ଟିକାଲ୍ ଇନଫ୍ରାଡ୍ ପେଲୋଡ୍ (ଇଓଆଇଆର), ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍-ରିଫ୍ଲେକ୍ଟୋମେଟ୍ରି ପେଲୋଡ୍ (ଜିଏନଏସଏସ-ଆର) ଏବଂ ଏସଆଇସି-ୟୁଭି ଡୋସିମିଟର...

Read more

ସ୍ୱାଧୀନତା ଦିବସରେ କେଜ୍ରିୱାଲଙ୍କୁ ମିସ କରୁଛି ପୁରା ଦିଲ୍ଲୀ : ଗୋପାଲ ରାୟ

ସ୍ୱାଧୀନତା ଦିବସରେ କେଜ୍ରିୱାଲଙ୍କୁ ମିସ କରୁଛି ପୁରା ଦିଲ୍ଲୀ : ଗୋପାଲ ରାୟ

ସଂଚାର ବ୍ୟୁରୋ: ଆପର ବରିଷ୍ଠ ନେତା ଗୋପାଲ ରାୟ ଗଣମାଧ୍ୟମକୁ ଏକ ବଡ ବୟାନ ଦେଇଛନ୍ତି । ସ୍ୱାଧୀନତା ଦିବସରେ ଦିଲ୍ଲୀରୁ ପଲ୍ଲୀ ସବୁଠି ଚଳଚଂଚଳ। ଦେଶର...

Read more

କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭଙ୍ଗାରୁଜା

କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭଙ୍ଗାରୁଜା

ସଂଚାର ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା। ହସ୍ପିଟାଲରେ ଦୁ ବ୍ଯାପକ ଭଙ୍ଗାରୁଜା ପରେ...

Read more

ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ସଂଚାର ବ୍ୟୁରୋ: ଲାଲକିଲ୍ଲାରେ ଉଡ଼ିଲା ତ୍ରିରଙ୍ଗା । ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭୮ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ...

Read more
Page 111 of 115 1 110 111 112 115