Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ରାଜ୍ୟ କ୍ୟାବିନେଟ୍‌ ବୈଠକ; ୫ ବିଭାଗର ୮ଟି ପ୍ରସ୍ତାବ ଉପରେ ମଞ୍ଜୁରୀ

Sanchar Live by Sanchar Live
May 8, 2025
in ଓଡିଶା
0
0
SHARES
37
VIEWS
Facebook
Twitter

ଭୁବନେଶ୍ୱର : ରାଜ୍ୟର ସରକାରଙ୍କ ପକ୍ଷରୁ ବୁଧବାର ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୫ଟି ବିଭାଗର ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକରେ ପଶୁ ସମ୍ପଦ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ, ବାଣିଜ୍ୟ ପରିବହନ ଓ ସ୍ବାସ୍ଥ୍ୟ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି ।

ପଶୁ ସଂପଦ: ନିଯୁକ୍ତି ଓ ସର୍ତ୍ତାବଳୀରେ ପରିବର୍ତ୍ତନ। ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡ଼ରରେ ଗ୍ରୁପ-ବି ରେ ୧୧୩ ନୂଆ ପଦବୀ ସୃଷ୍ଟି କରାଯାଇଛି।

Related posts

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

November 7, 2026
ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

November 7, 2026

ଅର୍ଥ ବିଭାଗ: ପେନସନ ରୂଲରେ ୨୦ ଟି ସଂଶୋଧନ। ସରକାରୀ କର୍ମଚାରୀ ଇସ୍ତଫା ଦେଲେ , ୯୦ ଦିନ ଭିତରେ ପୁନର୍ବାର ବିଚାର କରି ସରକାରଙ୍କୁ ଅନୁରୋଧ କରି ପାରିବେ। ସେହିଭଳି ଫ୍ୟାମିଲି ପେନସନ୍ ବ୍ୟବସ୍ଥାରେ ପୂର୍ବରୁ ଅବିବାହିତ ଝିଅଙ୍କ ପାଇଁ ଥିଲା। ଏବେ ଏଥିରେ ସଂଶୋଧନ କରାଯାଇଛି। ଏଥିରେ ଯଦି ଝିଅ ଭିନ୍ନକ୍ଷମ ହୋଇଥାନ୍ତି ଓ ତାଙ୍କ ବାହାଘର ହୋଇଛି ସେ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ । କିନ୍ତୁ ତାଙ୍କ ପରିବାର ଆୟ ୫ ଲକ୍ଷରୁ କମ ଥିବା ଆବଶ୍ୟକ । ଆର୍ମିରୁ ଅବସର ପରେ ଓଡିଶା ସରକାରରେ ଚାକିରି କରୁଥିବା କର୍ମଚାରୀଙ୍କୁ ଉଭୟ ଆର୍ମି ଓ ଓଡ଼ିଶା ସରକାରରୁ ମିଳିବ।

ଗ୍ରାମ୍ୟ ଉନ୍ନୟନ: ପ୍ରତିବର୍ଷ ୧୪୨ କୋଟି ଟଙ୍କା ୩ ବର୍ଷ ପାଇଁ ଆଛି। କେବଳ RD ବିଭାଗ ମାଧ୍ୟମରେ ୨୦ଟି କାମ କରି ପାରିବେ । ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା- ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ। ବାତ୍ୟା ପାଇଁ ଅନେକ ସ୍ଥାନରେ ରାସ୍ତା କ୍ଷୟ ହେଉଛି। ଏଥିପାଇଁ ଏବେ ୫ ବର୍ଷ ପାଇଁ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରତି ବର୍ ୨୦୦ କୋଟି ଖର୍ଚ୍ଚ ହେବ । ଯେଉଁଥିରେ ୫୦୦ ନୂଆ ରାସ୍ତା ନିର୍ମାଣ କରାଯିବ। ଜଳମଗ୍ନ ସେତୁକୁ ଉଚ୍ଚସ୍ତରୀୟ ସେତୁ ନିର୍ମାଣ କରାଯିବ।

ବାଣିଜ୍ୟ ଓ ପରିବହନ ବିଭାଗ : ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ସୁଗମ କରାଯିବ। ଏଥିରେ ମହିଳା, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗଙ୍କୁ ବସ ଭଡାରେ ୫୦ ପ୍ରତିଶତ ରିହାତି ମିଳିବ।

ସ୍ୱାସ୍ଥ୍ୟ ବିଭାଗ: ମାଗଣା ନିଦାନ ଏବଂ ଡାଇଲିସିସ ସେବା ପ୍ରଦାନ କରାଯିବ । ଦ୍ୱିତୀୟ ପର୍ଯ୍ୟାୟକୁ ୫ ବର୍ଷ ପାଇଁ ଜାରି ରଖିବାକୁ ଅନୁମୋଦନ । ୫ ବର୍ଷରେ ୨୪୫୯.୫୧ କୋଟି ଖର୍ଚ୍ଚ ହେବ। ନିର୍ମଳ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁଷଙ୍ଗିକ ସେବାକୁ ସୁଦୃଢ ହେବ। ଏଥିପାଇଁ ୫୧୭୪.୭୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

Tags: cabinet meetingodisha

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.