Wednesday, August 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ବ୍ରିଟେନରେ ପ୍ରବାସୀ ବିରୋଧୀ ଆନ୍ଦୋଳନ

Sanchar Live by Sanchar Live
September 14, 2025
in ବିଦେଶ
0
ବ୍ରିଟେନରେ ପ୍ରବାସୀ ବିରୋଧୀ ଆନ୍ଦୋଳନ
0
SHARES
14
VIEWS
FacebookTwitter

ସଂଚାର ବ୍ୟୁରୋ: ନେପାଳ, ଫ୍ରାନ୍ସ ପରେ ଏବେ ବ୍ରିଟେନ । ପ୍ରବାସୀ ବିରୋଧୀ କର୍ମୀ ଟମି ରବିନସନଙ୍କ ନେତୃତ୍ବରେ ଦକ୍ଷିଣପନ୍ଥୀମାନେ ଲଣ୍ଡନରେ କରିଛନ୍ତି ବଡ଼ ଧରଣର ବିକ୍ଷୋଭ । ଏଥିରେ ସାମିଲ ହୋଇଛନ୍ତି ଲକ୍ଷାଧିକ କର୍ମୀ । କେତେକ ସ୍ଥାନରେ ଭଙ୍ଗାରୁଜା ବି ହୋଇଛି । ପୋଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଛି । ୟୁନାଇଟ ଦି କିଙ୍ଗଡମ ନାମରେ ଏହି ଅଭିଯାନକୁ ନେଇ ବ୍ରିଟେନ ରାଜନୀତିରେ ଦେଖାଯାଇଛି କମ୍ପନ । ଷ୍ଟାଣ୍ଡ ଅପ୍ ଟୁ ରାସିଜିମ୍ ପକ୍ଷରୁ ୫ ହଜାର ଲୋକଙ୍କୁ ନେଇ ପ୍ରତିବାଦ କରାଯିବା ଘଟଣାର ଜବାବରେ ୟୁନାଇଟ ଦି କିଙ୍ଗଡମ ପ୍ରତିବାଦ କରାଯାଇଛି । ଏହି ଆନ୍ଦୋଳନବେଳେ କିଛି ଅଫିସରଙ୍କୁ ଆନ୍ଦୋଳନକାରୀ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଆନ୍ଦୋଳନକାରୀଙ୍କ ହାତରେ ବ୍ରିଟେନ, ଆମେରିକା ଓ ଇସ୍ରାଏଲ ପତାକା ଦେଖିବାକୁ ମିଳିଥିବାବେଳେ ସେମାନେ ପ୍ରବାସୀ ରହୁଥିବା ହୋଟେଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକାରୀମାନେ ପିନ୍ଧିଥିବା ଟୋପିରେ ମେକ୍ ଆମେରିକା ଗ୍ରେଟ ଏଗେନ ଲେଖାଥିବାବେଳେ ସେମାନେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ପ୍ରବାସୀମାନଙ୍କୁ ସେମାନଙ୍କ ନିଜ ଦେଶକୁ ପଠାଇଦେବା ଲାଗି ସେମାନେ ଦାବି କରିଛନ୍ତି । ଏହି ଆନ୍ଦୋଳନକୁ ନେଇ ଅଡୁଆରେ ପଡିଛନ୍ତି ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର । ଆନ୍ଦୋଳନକାରୀମାନେ ସେମାନଙ୍କ ସନ୍ତାନକୁ ବି ଏଥିରେ ସାମିଲ କରିଥିବା ଦେଖାଯାଇଛି । ଟମି ରବିନସନଙ୍କ ପ୍ରକୃତ ନାମ ଷ୍ଟିଫେନ ୟାକ୍ସଲେ ଲେନନ ।

ସେ ଏହି ଆନ୍ଦୋଳନକୁ ଜୋରଦାର କରିବାକୁ ବିଶେଷ ଉଦ୍ୟମ କରୁଛନ୍ତି । ଆମେରିକାରେ ବିଶିଷ୍ଟ ରାଜନେତିକ କର୍ମୀ ଚାର୍ଲି କିର୍କଙ୍କୁ ହତ୍ୟା ଘଟଣା ପରେ ଏହାର ପ୍ରଭାବ ବି ପଡ଼ିଛି ବ୍ରିଟେନରେ । ରବିନସନଙ୍କ ଏହି ରାଲିକୁ କିନ୍ତୁ ସମର୍ଥନ ଦେଇନାହିଁ ବ୍ରିଟେନର ସର୍ବବୃହତ ପ୍ରବାସୀ ବିରୋଧୀ ରାଜନୈତିକ ଦଳ ରିଫର୍ମ ୟୁକେ । ଦେଶରେ ଚାଲିଥିବା ବେଆଇନ ଇମିଗ୍ରେସନକୁ ଏହି ସଂଗଠନ ତୀବ୍ର ବିରୋଧ କରିଆସୁଛି । ଆନ୍ଦୋଳନକୁ ନେଇ ଲଣ୍ଡନେ ସହସ୍ରାଧିକ ପୋଲିସ ପୋଲିସ ଅଫିସରଙ୍କୁ ମୁତୟନ କରାଯାଇଛି । ସେପଟେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଟେସଲା ସିଇଓ ଏଲନ ମସ୍କ। ବ୍ରିଟେନରେ ଶାସନ ପରିବର୍ତ୍ତନ ଲାଗି ସେ ଆହ୍ବାନ ଦେଇଛନ୍ତି।.

Tags: Britonprotest
ShareTweetShareSend
Sanchar Live

Sanchar Live

Next Post
ରାତି ଅଧରେ ଘରେ ପଶିଲେ ବନ୍ଧୁକ ଦେଖାଇ ଲୁଟିନେଲେ

ରାତି ଅଧରେ ଘରେ ପଶିଲେ ବନ୍ଧୁକ ଦେଖାଇ ଲୁଟିନେଲେ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଯଦି ଆପଣଙ୍କ ଗାଡିର ବୀମା ନାହିଁ, ତେବେ ତୁରନ୍ତ କରାଇ ନିଅନ୍ତୁ…
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ଚିତାଲାଗି ନୀତି
  • ଆଜିଠୁ ଲଘୁଚାପ: ପୁଣି ରାଜ୍ୟରେ ବଡ଼ ବର୍ଷା
  • ଆଜି ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଘରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ….
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଏକ୍ ଭାରତ ଓ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସଫଳ କରିବା ଆମର ଲକ୍ଷ୍ୟ: ଜଗନ୍ନାଥ ପ୍ରଧାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.