Tuesday, June 3, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼

Sanchar Live by Sanchar Live
June 1, 2025
in ଅପରାଧ
0
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ବଲାଙ୍ଗୀର ଟାଉନଥାନା ନିକଟରେ ଯୁବକଙ୍କୁ ଛୁରାମାଡ଼ । ପୂର୍ବ ଶତ୍ରୁତାରୁ ଫଳ ବଜାର ନିକଟରେ ଛୁରା ମାଡ କରି ଦୁର୍ବୃତ୍ତ ଫେରାର୍ I ୩ ରୁ ୪ ଜଣ ରାସ୍ତାରେ ଅଟକାଇ ଛୁରାମାଡ କରିଥିବା ଅଭିଯୋଗ । ଛୁରାମାଡରେ ଲକ୍ଷ୍ମୀନଗରପଡାର ସୀତେଶ ସ୍ବାଇଁ । ଟଙ୍କା ଧରି ବାଇକ ଯୋଗେ ମାଲିକକୁ ଦେବା ପାଇଁ ଯାଉଥିବା ବେଳେ ଚଳନ୍ତା ବାଇକରେ ପଛପଟୁ ଛୁରୀରେ ଆକ୍ରମଣ କଲେ ଦୁର୍ବୃତ୍ତ । ତଳେ ପଡି ଯିବାରୁ ପକେଟରେ ଥିବା ୧୫ ହଜାର ଟଙ୍କାକୁ ଲୁଟି ନେଇଥିବା ଅଭିଯୋଗ I ଆହାତ ଅବସ୍ଥାରେ ସୀତେଶଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I

Tags: Bolangiriknife attack
ShareTweetShareSend
Sanchar Live

Sanchar Live

Next Post
ରାଜଧାନୀରେ ସିଭିଲ ଡିଫେନ୍ସର ତାଲିମ ଶିବିର

ରାଜଧାନୀରେ ସିଭିଲ ଡିଫେନ୍ସର ତାଲିମ ଶିବିର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୂରଣ ହେଲା କୋହଲିଙ୍କ ସ୍ବପ୍ନ : ଚାମ୍ପିୟନ ହେଲା RCB
  • ପୁଣି ରୁଷ ଉପରେ ୟୁକ୍ରେନର ବଡ଼ ହମଲା
  • ଘର ଭିତରୁ ଜବତ ହେଲା ଲାଇସେନ୍ସ ବନ୍ଧୁକ ସହ ୪ ଅଫୁଟା ଗୁଳି
  • କରାଚୀ ଅନ୍ତର୍ଗତ ମାଲିର ଜେଲରୁ ୨୧୬ କଏଦୀ ଫେରାର
  • ଭୁବନେଶ୍ବରରେ ଭୁଶୁଡ଼ିଲା କୋଠା, ଜଣେ ମୃତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.