Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଓସିଏ ସଭାପତି ପଦବୀ ଛାଡ଼ିଲେ ପ୍ରବଣ ପ୍ରକାଶ ଦାସ

Sanchar Live by Sanchar Live
December 29, 2024
in ଓଡିଶା
0
ଓସିଏ ସଭାପତି ପଦବୀ ଛାଡ଼ିଲେ ପ୍ରବଣ ପ୍ରକାଶ ଦାସ
0
SHARES
82
VIEWS
FacebookTwitter

ରାଜ୍ୟର ଅନ୍ୟତମ ଶକ୍ତିଶାଳୀ ସଂଘ  ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଦରୁ ଅଚାନକ ଇସ୍ତଫା ଦେଇଛନ୍ତି ବବି ଦାସ ।  ଏ ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଂଜୟ ବେହେରା ।  ସଂଜୟଙ୍କ ସୂଚନା ଅନୁସାରେ,  ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଣବ ପ୍ରକାଶ ଦାସ  ପଦ ଛାଡିଛନ୍ତି । ସଭାପତି ଭାବରେ ସେ ବେଶୀ ସମୟ ଦେଇପାରୁନଥିଲେ । ଶେଷରେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦ ଛାଡିଛନ୍ତି ପ୍ରଣବ ପ୍ରକାଶ ଦାସ ।  ତେବେ ଚର୍ଚ୍ଚା ହେଉଛି  ସରକାର ବଦଳିବା ପରେ ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

୨୦୨୨ ମସିହା ଅକ୍ଟୋବର ୨୮ ତାରିଖରେ  ଓସିଏର ସଭାପତି ହୋଇଥିଲେ ପ୍ରଣବ ପ୍ରକାଶ ଦାସ । ସେ ସମୟରେ ନିର୍ବାଚନ ବି ଏକତରଫା ହୋଇଥିଲା । ନିର୍ଦ୍ବନ୍ଦରେ ସେ ନିର୍ବାଚିତ ହୋଇଥିଲେ ।  ଓସିଏ ସଭାପତିଙ୍କ କାର୍ୟ୍ୟକାଳ  ୩ ବର୍ଷ ହୋଇଥିବାବେଳେ ୨ ବର୍ଷ ୨ ମାସରେ ହିଁ ପଦ ଛାଡିଛନ୍ତି ପ୍ରଣବ ପ୍ରକାଶ ଦାସ । ଏହାପରେ ନୂଆ ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା ବଢିଯାଇଛି । କୁହାଯାଉଛି, ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ରେସରେ ଆଗରେ ଅଛନ୍ତି । ଲଳିତେନ୍ଦୁ କ୍ରିକେଟ ଜଗତରେ ବି ବେଶ ନାଁ କରିଛନ୍ତି । ଓଡିଶା କ୍ରିକେଟ ଟିମରେ ସେ ଖେଳିବା ସହ  କୋଚ, ଚୟନକର୍ତ୍ତା ରହିଛନ୍ତି । ଏହାଛଡା ଅନୁଗୁଳର ବିଜେପି ବିଧାୟକ ପ୍ରତାପ ପ୍ରଧାନଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ସେ ଓସିଏର ସଦସ୍ୟ ଅଛନ୍ତି ।  ଏବେ ଓସିଏ ସାଧାରଣ ପରିଷଦ ବୈଠକରେ ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି । ନିର୍ବାଚନ ଯାଏଁ ପଙ୍କଜ ଲୋଚନ ମହାନ୍ତି  ଦାୟିତ୍ବ ସମ୍ଭାଳିବେ ।

Tags: Ocapranab prakash das
ShareTweetShareSend
Sanchar Live

Sanchar Live

Next Post
୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ

୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.