Sunday, June 22, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବ୍ୟାରିକେଡ୍ ଭାଙ୍ଗି ଘରେ ପଶିଗଲା ଗାଡ଼ି

Sanchar Live by Sanchar Live
February 11, 2025
in ଓଡିଶା
0
ବ୍ୟାରିକେଡ୍ ଭାଙ୍ଗି ଘରେ ପଶିଗଲା ଗାଡ଼ି
0
SHARES
35
VIEWS
FacebookTwitter

ସଂଚାର ବ୍ୟୁରୋ: ଭୁବନେଶ୍ଵର ୟୁନିଟ ୪ ରେ ବିଏମଡବ୍ଲୁ କାର୍ ଦୁର୍ଘଟଣାଗ୍ରସ୍ତ । ଶାସ୍ତ୍ରୀ ନଗର ଅଞ୍ଚଳରେ ବ୍ୟାରିକେଡ୍ ଭାଙ୍ଗି ଘରେ ପଶିଗଲା ଗାଡ଼ି । ରାତି ଅଧରେ ଘଟିଲା ଦୁର୍ଘଟଣା । ୟୁନିଟ ୪ ଅଞ୍ଚଳରେ ଶାସ୍ତ୍ରୀ ନଗର ଟ୍ରାଫିକ ନିକଟରେ ବିଳମ୍ବିତ ରାତିରେ ରାସ୍ତାରେ ଦ୍ରୁତ ଗତିରେ ଆସି ଏକ କାର ରାସ୍ତାରେ ହୋଇଥିବା ବ୍ୟାରିକେଡ୍ ଭାଙ୍ଗି ଘରେ ପଶିଯାଇଥିଲା । ରାତିରେ ସମସ୍ତେ ଶୋଇଥିବା ବେଳେ ଦୁର୍ଘଟଣାରୁ ଘଟିଥିବାରୁ ଘରଲୋକେ ଅଳ୍ପକେ ବଞ୍ଚି ଯାଇଥିବା କହିଛନ୍ତି । ତେବେ ଗାଡ଼ିଟିର ସମସ୍ତ ବେଲୁନ ବାହାରି ଯାଇଛି ଓ ଗାଡି ମାଲିକ ବର୍ତ୍ତି ଯାଇଛନ୍ତି । ଏହାକୁ ଦେଖିଲେ ଅନୁମାନ କରିହେଉଛି ଗାଡ଼ି କେତେ ବେଗରେ ଆସୁଥିଲା।

Tags: accidentbhubaneswar
ShareTweetShareSend
Sanchar Live

Sanchar Live

Next Post
ଆଜି ଅନୁଷ୍ଠିତ ହେବ ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକ

ଆଜି ଅନୁଷ୍ଠିତ ହେବ ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ମୁମ୍ବାଇରେ ହେବ ନବୀନଙ୍କ ଅପରେସନ
  • ଇରାନ୍ ଉପରେ ଆମେରିକାର ହମଲା
  • ଆଜି ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ଆଜି ଦ୍ବାଦଶୀ ତିଥିରେ ଶ୍ରୀଜିଉମାନଙ୍କ ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି
  • ବଢୁଛି ସୁବର୍ଣ୍ଣରେଖା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.