Saturday, July 19, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେଡି ଟିମ୍

Sanchar Live by Sanchar Live
July 4, 2025
in ଓଡିଶା
0
ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେଡି ଟିମ୍
0
SHARES
24
VIEWS
FacebookTwitter

ସଂଚାର ବ୍ୟୁରୋ: ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ଟିମ ବିଜେଡି । ଚଳିତ ବର୍ଷ ଐତିହାସିକ ରଥଯାତ୍ରା ହେବା ନେଇ ସରକାର ବାହୋସ୍ଫୋଟ ମାରିଥିଲେ । ହେଲେ ଦଳଚକଟାରେ ତିନି ଜଣଙ୍କ ଜୀବନ ଗଲା । ୭ଶହରୁ ଅଧିକ ଆହତ ହେଲେ । ଯାହା ବିଶ୍ବ ଦରବାରରେ ଓଡ଼ିଶାକୁ ନିନ୍ଦିତ କରିଛି । ଏହା ଉଭୟ ପ୍ରଶାସନିକ ଓ ବୈଷୟିକ ବିଫଳତା । କାରଣ AI ଟେକ୍ନୋଲଜି, ସିସିଟିଭି କ୍ୟାମେରା ଲଗା ଯାଇଥିବା ନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ କୁହାଯାଇଥିଲା । ସେ ସବୁ କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ସବୁ ବିଭ୍ରାଟର ତଦନ୍ତ ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରିବାକୁ ଦାବି କରି ରାଜ୍ୟପାଳଙ୍କୁ ବିଜେଡି ଏକ ଦାବିପତ୍ର ପ୍ରଦାନ କରିଛି । କାରଣ ପ୍ରଶାସନିକ ତଦନ୍ତରୁ ସୁଫଳ ମିଳୁନି ବୋଲି ବିଜେଡି ଅଭିଯୋଗ କରିଛି । ଗତ ବର୍ଷ ମହାପ୍ରଭୁ ବଳଭଦ୍ର ମୁହଁମାଡ଼ି ପଡିଥିବାର ପ୍ରଶାସନିକ ତଦନ୍ତ ରିପୋର୍ଟ ଏ ଯାଏଁ ଆସିଲା ନାହିଁ । ଏପରି ସ୍ଥିତିରେ ପ୍ରଶାସନିକ ତଦନ୍ତ ଉପରେ ବିଜେଡି ବିଶ୍ୱାସ ଜୁଟାଇ ପାରୁନି ବୋଲି କହିଛି । ଏ ଯାଏଁ ରଥଯାତ୍ରା ପରିଚାଳନା କମିଟି ବି ଗଠନ ହୋଇ ପାରିନି । କମିଟି ଥିଲେ ଏପରି ହୋଇ ନଥାନ୍ତା ବୋଲି ବିଜେଡି ଅନୁଭବ କରିଛି । ଆସନ୍ତାକାଲି ବାହୁଡା ଯାତ୍ରା । ବାହୁଡାରୁ ସୁନାବେଶ ଯାଏଁ ଯେପରି ଶୃଙ୍ଖଳିତ ଭାବେ ନୀତିକାନ୍ତି ଓ ସାଧାରଣ ଦର୍ଶନ ହୋଇ ପାରିବ, ସେ ଦିଗରେ ବି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଭକ୍ତମାନେ କିପରି ଆଗାମୀ ବାହୁଡା ଓ ଅନ୍ଯ କାର୍ଯ୍ୟକ୍ରମରେ ସୁରକ୍ଷିତ ଶ୍ରୀଜିଉ ଦର୍ଶନ କରିପାରିବେ ସେପରି ବ୍ଯବସ୍ଥା କରିବା ସହ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ଦଳ ଦାବିପତ୍ରରେ ଉଲ୍ଲେଖ କରିଛି । ରାଜ୍ୟପାଳ ରଥଯାତ୍ରା ବିଭ୍ରାଟକୁ ଦୁର୍ଭାଗ୍ୟଜନକ କହିଥିବା ନେଇ ଟିମ ବିଜେଡି ସୂଚନା ଦେଇଛି…।

Tags: bjd teamodisha governer
ShareTweetShareSend
Sanchar Live

Sanchar Live

Next Post
୧୦୮ ଆମ୍ବୁଲାନ୍ସ ଖରାପ ହେବାରୁ ଅଧାବାଟରେ ଚାଲିଗଲା ରୋଗୀଙ୍କ ଜୀବନ

୧୦୮ ଆମ୍ବୁଲାନ୍ସ ଖରାପ ହେବାରୁ ଅଧାବାଟରେ ଚାଲିଗଲା ରୋଗୀଙ୍କ ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୁଣି ଭିଜିବ ଓଡିଶା। ଆସୁଛି ବଡ଼ ବର୍ଷା
  • ନୋଟିସ ଜାରି କଲା AIIMS; ହସ୍ପିଟାଲ ପରିସରରେ ନାରାବାଜି କରିବାକୁ ମନା
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ
  • ଆକ୍ରମଣର ପ୍ରତିଶୋଧ ନେବେ କି ଖାମେନି ?
  • ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ

Recent Comments

No comments to show.

Archives

  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.