Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଚୋରି ବାଇକ ସହ ମିଳିଲା ଚିଠି, ଲୁଟେରା ଲେଖିଛି…

Sanchar Live by Sanchar Live
May 29, 2025
in ଓଡିଶା
0
ଚୋରି ବାଇକ ସହ ମିଳିଲା ଚିଠି, ଲୁଟେରା ଲେଖିଛି…
0
SHARES
32
VIEWS
FacebookTwitter

ଚୋରି ବାଇକ ସହ ମିଳିଲା ଚିଠି । ଚିଠିରେ ଲେଖାଥିଲା ବାଇକ ଚୋରିର କାହାଣୀ । ଏକଦମ ସିନେମା ଷ୍ଟାଇଲର ଷ୍ଟୋରୀ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଏହି ଘଟଣା । ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ବାଇକ ତାଙ୍କ ଘର ସମ୍ମୁଖରୁ ଚୋରି ହୋଇଥିଲା । ଚୋରି ସମୟର ଭିଡ଼ିଓ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଥିଲା । ଗାଡ଼ି ମାଲିକ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ହଠାତ ସ୍ବପ୍ନ ଦେଖିବା ଭଳି ହଜିବା ବାଇକ୍ ଯୁବକଙ୍କୁ ମିଳି ଯାଇଥିଲା ।

ବାଇକ ଯେଉଁଠୁ ଚୋରି ହୋଇଥିଲା, ଠିକ ରହିଥିବା ଗତକାଲି ସକାଳେ ଦେଖିଥିଲେ । ଆଉ ଗାଡ଼ିରେ ଲାଗିଥିଲା ଏକ ଚିଠି । ଚିଠିରେ ଲେଖାଯାଇଥିଲା, ଭାଇ ‘ I AM SORRY’ । ଗତ ରାତିରେ ମୋ ଗାର୍ଲ ଫ୍ରେଣ୍ଡର ଆକ୍ସିଡେଣ୍ଟ ହୋଇଥିଲା । ମୋ ପାଖରେ ପଇସା ପ୍ରୋବଲମ୍ ଥିଲା । ଆଉ ଜଲଦି ଯିବାର ବି ଥିଲା । ତେଣୁ ଆପଣଙ୍କ ବାଇକଟା ନେଇ ଯାଇଥିଲି । ସେମିତି ନେବାର ନଥିଲା, ସେଥିପାଇଁ ସରି । ସାନ ଭାଇ ଭାବି କ୍ଷମା କରିଦେବ ।

Tags: berhumpurbike lootbike lootera
ShareTweetShareSend
Sanchar Live

Sanchar Live

Next Post
ଜ୍ୟୋତି ମାଲହୋତ୍ରାଙ୍କ ମାମଲା ଲଢ଼ିବେ କୁମାର ମୁକେଶ

ଜ୍ୟୋତି ମାଲହୋତ୍ରାଙ୍କ ମାମଲା ଲଢ଼ିବେ କୁମାର ମୁକେଶ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.