Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଡରାଉଛି ପରିବା ଦର? ଦାମ ଶୁଣିଲେ….

Sanchar Live by Sanchar Live
November 12, 2024
in ଓଡିଶା
0
ଡରାଉଛି ପରିବା ଦର? ଦାମ ଶୁଣିଲେ….

Oplus_131072

0
SHARES
11
VIEWS
FacebookTwitter

ଭୁବନେଶ୍ୱର: ପରିବା ଦରରେ ନିଆଁ ଲାଗିଛି । ପ୍ରତିଟି ପନିପରିବା ଏବେ ୧୦୦ ଟଙ୍କା ଉପରେ । କାର୍ତ୍ତିକ ମାସ ଓ ପଞ୍ଚକ ପାଇଁ ଆକାଶ ଛୁଆଁ ହୋଇଛି ପରିବା ଦର । ପିଲା ଦିନୁ ଦେଖିଆସିଛୁ, ଶୀତ ଦିନ ଆସିଲେ ପରିବା ଦର ଶସ୍ତା ହୋଇଥାଏ । ଘରକୁ ବାପା ପୁଳା ପୁଳା ପରିବା ଆଣନ୍ତି । ଟଙ୍କା ୧୦୦ରେ ବଡ ବଡ ବ୍ୟାଗ୍ ଭର୍ତ୍ତି କରି ପରିବା ଘରକୁ ଆଣନ୍ତି । କିନ୍ତୁ ବର୍ତ୍ତମାନ ସେ ଯୁଗ ଆଉ ନାହିଁ । ବର୍ତ୍ତମାନ ପରିବା ମାର୍କେଟକୁ ୧୦୦୦ଟଙ୍କା ନେଇ ଗଲେ ବି ଛୋଟିଆ ବ୍ୟାଗଟି ପୂରା ହୋଇପାରୁନି । ଯେହେତୁ ପ୍ରାୟ ସବୁ ପରିବାର ଦର ପାଖାପାଖି ୧୦୦ ଟଙ୍କା ଏବଂ କିଛି ପରିବାର ଦର ୧୦୦ଟଙ୍କା ଉପରେ ରହିଛି । ଲୋକେ ୧କିଲୋ ବଦଳରେ ୨୫୦ଗ୍ରାମ କିମ୍ବା ଅଧ କେଜି ନେଇକି ଘରକୁ ଯାଉଛନ୍ତି ।

ଯଦି ଆମେ ଭୁବନେଶ୍ୱର ଏକ ନମ୍ବର ମାର୍କେଟ୍ କଥା କହିବା ତେବେ ବଜାରରେ କାଙ୍କଡ ୧୦୦ରୁ ୧୨୦ଟଙ୍କା, ବାଇଗଣ ୬୦, ଦେଶୀ ପୋଟଳ ୬୦-୮୦, ବିନ୍ସ ୮୦, ଫୁଲ କୋବି ଗୋଟା ୬୦, ବିଲାତି ୪୦, କ୍ୟାପସିକମ୍ ୬୦ଟଙ୍କା ରହିଛି । ପରିବା ଦର ବଢିବା କାରଣରୁ ସାଧାରଣ ଖାଉଟିଙ୍କ ଉପରେ ବଡ ପ୍ରଭାବ ପଡିଛି

Tags: odishaprice hikevegitqble
ShareTweetShareSend
Sanchar Live

Sanchar Live

Next Post
ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ

କୁଣିଆଙ୍କୁ ଛୁରୀ ଭୁସି ହତ୍ୟା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.