Tuesday, June 3, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ସମ୍ପତ୍ତି ଲୋଭରେ ଘର ମାଲିକକୁ ପୋଡି ମାରିଦେଲେ ଭଡାଟିଆ ମହିଳା

Sanchar Live by Sanchar Live
June 1, 2025
in ଅପରାଧ
0
ସମ୍ପତ୍ତି ଲୋଭରେ ଘର ମାଲିକକୁ ପୋଡି ମାରିଦେଲେ ଭଡାଟିଆ ମହିଳା
0
SHARES
20
VIEWS
FacebookTwitter

ବିଭତ୍ସ,ହୃଦୟ ବିଦାରକ, ଅମାନୁଷିକ । ସମ୍ପତ୍ତି ଲୋଭରେ ଘର ମାଲିକକୁ ପୋଡି ମାରିଦେଲେ ଭଡାଟିଆ ମହିଳା । ଘଟଣା ଘଟିଛି ବ୍ରହ୍ମପୁର ସୁବାସନଗର ଦ୍ବିତୀୟ ଲାଇନରେ । ନିଜ ତିନିମହଲା ଘରର ଦ୍ବିତୀୟ ମହଲାରେ ରହୁଥିବା ଅବସରପ୍ରାପ୍ତ ଆରଆଇ ହରିହର ସାହୁଙ୍କୁ ଜୀଅନ୍ତା ପୋଡି ମାରିବା ଉଦ୍ୟମ କରିଥିଲେ ଭଡାଟିଆ ସୁଦେଷ୍ଣା ଜେନା । ପୁଣି ନିଜେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦେଷ୍ଣା । ୨୮ତାରିଖ ବିଳମ୍ବିତ ରାତିରେ ସୁଦେଷ୍ଣା,ଘର ମାଲିକ ହରିହରଙ୍କୁ ତାଙ୍କ କୋଠରୀରେ କିରୋସିନୀ ପକାଇ ନିଆଁ ଲଗାଇ ଦେଇଥିଲେ । ନିଆଁ ଲଗାଇଦେବା ପରେ, ବାହାରୁ କବାଟ ଦେଇ ନିଜ କୋଠରୀକୁ ଚାଲିଯାଇଥିଲା । ସକାଳୁ ସୁଦେଷ୍ଣା, ହରିହର ରହୁଥିବା କୋଠରୀ ଖୋଲି ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଏମକେସିଜିକୁ ନେଇ ଭର୍ତ୍ତି କରିଥିଲେ । ଦୁଇଜଣ ଅଜଣା ଲୋକ ହରିହରଙ୍କୁ ପୋଡି ଦେଇଥିଲେ ବୋଲି ପୋଲିସକୁ କହିଥିଲେ ସୁଦେଷ୍ଣା । ହରିହର ତାଙ୍କ ଝିଅକୁ,ମୃତ୍ୟୁ ପୂର୍ବରୁ ଘଟଣା ସଂପର୍କରେ ସମସ୍ତ କଥା କହିଥିଲେ । କେହିଜଣେ ମହିଳା ତାଙ୍କ ଉପରେ କିରୋସିନୀ ପକାଇ ନିଆଁ ଲଗାଇଦେଇଥିବା ହରିହର ତାଙ୍କ ଝିଅକୁ କହିଥିଲେ । ଅଧିକ ଚିକିତ୍ସା ପାଇଁ ହରିହରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ତଦନ୍ତରେ ସୁଦେଷ୍ଣାଙ୍କ ଉପରେ ସନ୍ଦେହ ହୋଇଥିଲା । ପଚରା ଉଚରା ସମୟରେ ସୁଦେଷ୍ଣା ପୋଡିମାରିଥିବା କଥାକୁ ସ୍ବୀକାର କରିଥିଲେ । ସୁଦେଷ୍ଣାଙ୍କ କହିବାନୁସାରେ ହରିହର ତାଙ୍କ ସହ ଅନୈତିକ ସଂପର୍କ ରଖୁଥିଲେ ଓ ଘର ଛାଡିଯିବାକୁ ଦେଉନଥିଲେ ବୋଲି କହିଛନ୍ତି ସୁଦେଷ୍ଣା । ପୁରା ଘଟଣାର କ୍ରାଇମ ସିନ୍ ରିକ୍ରିଏସନ କରାଯାଇଥିଲା । ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣା ଉପରୁ ପରଦା ହଟାଇଥିଲେ

Tags: berhumpurcrime
ShareTweetShareSend
Sanchar Live

Sanchar Live

Next Post
ଭତ୍ତା ଟଙ୍କା ପାଇଁ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା

ଭତ୍ତା ଟଙ୍କା ପାଇଁ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୂରଣ ହେଲା କୋହଲିଙ୍କ ସ୍ବପ୍ନ : ଚାମ୍ପିୟନ ହେଲା RCB
  • ପୁଣି ରୁଷ ଉପରେ ୟୁକ୍ରେନର ବଡ଼ ହମଲା
  • ଘର ଭିତରୁ ଜବତ ହେଲା ଲାଇସେନ୍ସ ବନ୍ଧୁକ ସହ ୪ ଅଫୁଟା ଗୁଳି
  • କରାଚୀ ଅନ୍ତର୍ଗତ ମାଲିର ଜେଲରୁ ୨୧୬ କଏଦୀ ଫେରାର
  • ଭୁବନେଶ୍ବରରେ ଭୁଶୁଡ଼ିଲା କୋଠା, ଜଣେ ମୃତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.