ସଂଚାର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଭାବିନିପୁର ମୁଖ୍ୟ ରାସ୍ତାରେ ଥିବା ଏକ ଚାରି ମହଲା ଘରେ ଚଢାଉ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଏହି ଚଢ଼ାଉ କରାଯାଇଛି ।ମନୋରଞ୍ଜନ ପଣ୍ଡା ନମକ ଜଣେ ବ୍ୟକ୍ତିଙ୍କ ଘରେ ହୋଇଛି ଚଢ଼ାଉ କରାଯାଇଛି । ତେବେ କେଉଁ କାରଣରୁ ଚଢ଼ାଉ ହୋଇଛି ତାହା ଅସ୍ପଷ୍ଟ ରହିଛି । ଦୀର୍ଘ ଘଣ୍ଟା ଧରି ସମ୍ପୃକ୍ତ ଘରେ ଚଢ଼ାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚଢାଉରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଜବତ କରାଯାଇଛି ।.