Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବାପା ଓ ସାବତ ମାଆର ନିର୍ଯାତନାରୁ ଯୁବତୀଙ୍କ ଆତ୍ମହତ୍ଯା

Sanchar Live by Sanchar Live
October 8, 2024
in ଓଡିଶା
0
ବାପା ଓ ସାବତ ମାଆର ନିର୍ଯାତନାରୁ ଯୁବତୀଙ୍କ ଆତ୍ମହତ୍ଯା
0
SHARES
22
VIEWS
FacebookTwitter

ସଂଚାର ବ୍ୟୁରୋ: ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା ଆଇଏଏସ ସ୍ବପ୍ନ । ବାପା ଓ ସାବତ ମାଆ ର ନିର୍ଯାତନାକୁ ସହି ନପାରି ନିଆଁରେ ନିଜେ ଜଳି ହୋଇ ମରିବାକୁ ବାଧ୍ୟ ହେଲେ ମେଧାବୀ ଛାତ୍ରୀ ରାଣୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଅଞ୍ଚଳରେ । ଗତକାଲି ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ଯୁବତୀ । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଯୁବତୀ ଜଣକ ବ୍ରହ୍ମପୁର ସଦର ଥାନା ଅଞ୍ଚଳର । ମେଟ୍ରିକ 78 ପ୍ରତିଶତ ମାର୍କ ରଖି ପାସ ହେବା ପରେ ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢିଥିଲେ । ଯୁକ୍ତ ଦୁଇରେ ମଧ୍ୟ ସମାନ ପ୍ରତିଶତ ମାର୍କ ରଖି ପାସ ହୋଇ ବ୍ରହ୍ମପୁରରେ ଯୁକ୍ତ ତିନି ବିଜ୍ଞାନ ପଢୁଥିଲେ । ଶେଷ ବର୍ଷର ଛାତ୍ରୀ ଥିଲେ । ପିଲାଟି ଦିନରୁ ମାଆକୁ ହରାଇ ବସିଥିବା ରାଣୀ, ସାବତ ମାଆଙ୍କ ନିକଟରେ ରହୁଥିଲେ । ବାପା ଅଶୋକ ପ୍ରଧାନ ଓ ସାବତ ମାଆ ଜ୍ୟସ୍ନା ନାୟକ ଝିଅଙ୍କ ଦାୟିତ୍ୱ ନେଉଥିଲେ । ଗତ କିଛି ବର୍ଷ ହେଲା ବାପା ଅଶୋକ ମଦପିଇ ଝିଅକୁ ମାନସିକ ନିର୍ଯାତନା ଦେଉଥିବା ନେଇ ମାନିଛନ୍ତି  ସାବତ ମାଆ । ଗତକାଲି ଘରେ ମାଆ ନଥିବା ବେଳେ ବାପାଙ୍କ ସହ ଝିଅର ଝଗଡା ହୋଇଥିଲା । ପରେ ଝିଅ ରାଗି ଯାଇ ବାପାଙ୍କୁ ଟଙ୍କା ମାଗିଥିଲା । ସେହି ଟଙ୍କାରେ ନିକଟସ୍ଥ ଦୋକାନରୁ ପେଟ୍ରୋଲ କିଣି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଶରୀରରେ ଢାଳି ହୋଇ ଆତ୍ମ ହତ୍ୟା କରିବାକୁ ଉଦ୍ୟମ କରିଥିଲା ।  ହୁତୁହୁତୁ ହୋଇ ଜାଳିବା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଆଜି ସକାଳେ ରାଣୀଙ୍କ ମୃତ୍ୟୁ ହୋଇଥିବା ନେଇ ସାବତ ମାଆ ଜ୍ୟୋସ୍ନା ପ୍ରଧାନ କହିଛନ୍ତି । ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ବାପା ଅଶୋକ ପ୍ରଧାନଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଥିବା ବ୍ରହ୍ମପୁର ଏସପି କହିଛନ୍ତି ।

 

Tags: berhumpurselfkilling
ShareTweetShareSend
Sanchar Live

Sanchar Live

Next Post
କମିଶନରେଟ ପୋଲିସ ପକ୍ଷରୁ ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା

କମିଶନରେଟ ପୋଲିସ ପକ୍ଷରୁ ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.