Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସାରଙ୍କ ରାଜନୀତି ପ୍ରେମ, ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍କୁଲ ଶିକ୍ଷକ

Sanchar Live by Sanchar Live
December 3, 2024
in ଓଡିଶା
0
ସାରଙ୍କ ରାଜନୀତି ପ୍ରେମ, ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍କୁଲ ଶିକ୍ଷକ
0
SHARES
98
VIEWS
FacebookTwitter

ସଂଚାର ବ୍ୟୁରୋ: ରାଜନୀତି କରିବାକୁ ସାରଙ୍କ ପ୍ରବଳ ଆଗ୍ରହ । ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ କଲେ ଯୋଗଦାନ । ପ୍ରବାସୀ ଓଡ଼ିଆଙ୍କ ଭତ୍ତା ଏବଂ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ ଶିକ୍ଷକ । ଗଞ୍ଜମ ଜିଲ୍ଲା ବେଗୁନିଆପଡ଼ାରୁ ସାମନାକୁ ଆସିଛି ଏଭଳି ଖବର । କେବଳ ଯୋଗ ଦେଇ ନାହାନ୍ତି ବରଂ ଛିଡ଼ା ହୋଇ ଫଟୋ ନେବାରେ ମଧ୍ୟ ଶିକ୍ଷକଙ୍କ ବଡ଼ ସରାଗ ରହିଛି ବୋଲି କୁହାଯାଇଛି । ଏବେ ଶିକ୍ଷକଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।

କହି ରଖୁଛୁ କି, ଭାଇରାଲ୍ ହେଉଥିବା ଫଟୋ ଗତ ନଭେମ୍ବର ୩୦ ତାରିଖର ବୋଲି ଜଣାପଡ଼ିଛି । ଶିକ୍ଷକ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବୁରୁଝରୀ ପଞ୍ଚାୟତ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାଗବତ ମହାନ୍ତି । ସେ ଜଣେ ଶିକ୍ଷକ ହୋଇ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫଟୋ ଉଠାଇଛନ୍ତି। ଯାହା ଏବେ ବେଶ ଭଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଜନସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ଜଣେ ଶିକ୍ଷକ କିପରି ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ ? ତାଙ୍କୁ କିଏ ନିମନ୍ତ୍ରଣ କରିଥିଲେ ନା ସେ ନିଜେ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ?

ଯଦି ନିୟମ ଉଲ୍ଲଘଂନ କରିଛନ୍ତି ତାହା ହେଲେ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ? ଶିକ୍ଷକ ଭାଗବତ ମହାନ୍ତିଙ୍କ ପତ୍ନୀ ବୁରୁଝରୀ ପଞ୍ଚାୟତର ସମିତିସଭ୍ୟ ଅଛନ୍ତି । କୁହାଯାଉଛି, ଜଣେ ସମିତିସଭ୍ୟଙ୍କ ସ୍ବାମୀ ଭାବେ ନିଜର ରାଜନୈତିକ ପତିଆରା ଜାହିର କରିବା ପାଇଁ ଏଭଳି କରିଛନ୍ତି ଭାଗବତ ? ଏମିତି ଅନେକ ପ୍ରଶ୍ନ ଅଞ୍ଚାଳବସୀଙ୍କ ମନରେ ଉଠିଛି । ଜଣେ ଶିକ୍ଷକଙ୍କ ଏପରି ମନମୁଖୀ କାମକୁ ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Tags: beguniapadaodisha
ShareTweetShareSend
Sanchar Live

Sanchar Live

Next Post
ପୁଣି ଥରିବ ଓଡ଼ିଶା, ୩ ଦିନ ପରେ ଫେରୁଛି ଶୀତ

ପୁଣି ଥରିବ ଓଡ଼ିଶା, ୩ ଦିନ ପରେ ଫେରୁଛି ଶୀତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.