Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ତ୍ୱଚାରେ ଚମକ ଆଣିବା ପାଇଁ ଚାହୁଁଛନ୍ତି କି? ବ୍ୟବହାର କରନ୍ତୁ ଏହି ଜିନିଷ

Sanchar Live by Sanchar Live
March 1, 2025
in ଜୀବନ ଶୈଳୀ
0
ତ୍ୱଚାରେ ଚମକ ଆଣିବା ପାଇଁ ଚାହୁଁଛନ୍ତି କି? ବ୍ୟବହାର କରନ୍ତୁ ଏହି ଜିନିଷ
0
SHARES
8
VIEWS
FacebookTwitter

ବର୍ତ୍ତମାନ ସମୟରେ ସମସ୍ତେ ସୁନ୍ଦର ଦେଖାଯିବେ ପାଇଁ ବହୁତ ଚେଷ୍ଟା କରିଥାନ୍ତି । ସୁନ୍ଦରତା ପାଇଁ ମଣିଷ ତେତେ କ’ଣ କରିଥାଏ । ହେଲେ ଆଜିକାଲିର ବିଭିନ୍ନ ସମସ୍ୟା ଯୋଗୁ ଫେସ୍ ଡଲ୍ ଦେଖାଯାଉଛି । ଖାସ୍ କରି ଛିଅମାନେ ସୁନ୍ଦରତା ପାଇଁ ଅଧିକ ଟେନସନରେ ରହୁଛନ୍ତି । ଟିକେ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ବିୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ଏଥି ସହ ମାସକୁ ଥରେ କିମ୍ବା ଦୁଇ ଥର ନିହାତି ଭାବରେ ପାର୍ଲର ଯାଇଥାନ୍ତି । ଏହି ସବୁ କରିବା ଫଳରେ ମଧ୍ୟ ଫେସ୍ ଖରାପ ଦେଖାଯାଇଥାଏ । ଫେସରେ ଗ୍ଲୋ ଆଣିବା ପାଇଁ ବିଭିନ୍ନ ପ୍ରକାର ପ୍ରଡକ୍ଟ ବ୍ୟବହାର କରିବା ସହ ଘରୋଇ ଉପଚାର ମଧ୍ୟ ପାଳନ କରିଥାନ୍ତି । ଘରେ ବହୁତ ପ୍ରକାର ଜିନିଷ ମିଶାଇ ଏକ ପ୍ୟାକ୍ ତିଆରି କରି ଫେସରେ ଲଗାଇଥାନ୍ତି ହେଲେ ବି କିଛି ଫାଇଦା ମିଳି ନଥାଏ ବର୍ତ୍ତମାନ ଆପଣଙ୍କ ଟେନସନ୍ ଦୂର ହେବାକୁ ଯାଉଛି । ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ ଯାହାକୁ ଫେସରେ ଲଗାଇବା ପରେ ଫେସ୍ ଚମକି ଉଠିବ । ତେବେ ଆସନ୍ତୁ ଜାଣିବା ସେହି ଜିନିଷଟି କ’ଣ?

ଆପଣ ଜାଣିଛନ୍ତି କି ଫେସ୍ ପାଇଁ ‘ଭିଟାମିନ୍ ଇ’ କ୍ୟାପସୁଲ୍ କେତେ ଲାଭଦାୟକ ହୋଇଥାଏ ? ଭିଟାମିନ୍ ଇ’ କ୍ୟାପସୁଲ୍ ଲଗାଇ ଫଳରେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ଉତ୍ତମ ଫଳାଫଳ ପାଇଁ ଆପଣ ଏହାକୁ ସଠିକ୍ ଉପାୟରେ ବ୍ୟବହାର କରିବା ଉଚିତ୍ । ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ ।
ଭିଟାମିନ୍ ଇ’ କ୍ୟାପସୁଲକୁ ଆପଣ ଫେସରେ ଲଗାଇପାରିବେ । ଏହା ସହ ଆପଣ ଏହି କ୍ୟାପସୁଲକୁ ମଶ୍ଚୁରାଇଜ୍ କ୍ରିମ୍ ସହିତ ବ୍ୟବହାର କରିପାରିବେ । ଏଥିରେ କୈଣସି ପ୍ରକାର ଅସୁବିଧା ନଥାଏ । ଏହାକୁ ପ୍ରତିଦିନ ରାତିରେ ଶୋଇବା ସମୟରେ ମଧ୍ୟ ଲଗାନ୍ତୁ ଦେଖିବେ ଆପଣଙ୍କର ଫେସ୍ କଲରରେ ଉନ୍ନତି ଆସିବ ।

ଶୁଖିଲା ଚର୍ମରୁ ମୁକ୍ତି ପାଇବା ପାଇଁ ଏହି କ୍ୟାପସୁଲ୍ ବ୍ୟବହାର କରନ୍ତୁ । ଏହାକୁ ଯଦି ଆପଣ ଫେସରେ ଲଗାଇବେ ତେବେ ଆପଣଙ୍କର ଅନେକ ଫେସ୍ ସମସ୍ୟା ଦୂର ହେବ । ଯେମିତିକି ଫେସରେ ହୋଇଥିବା ଦାଗ, ପିମ୍ପଲ ଏବଂ ଡ୍ରାଏନେସକୁ ଦୂର କରିଥାଏ ଭିଟାମିନ୍ ଇ’ କ୍ୟାପସୁଲ୍ । ଏହା ସହ ଆପଣ ତିଆରି କରୁଥିବା ଫେସ୍ ପ୍ୟାକରେ ମଧ୍ୟ ଏହି କ୍ୟାପସୁଲକୁ ସାମିଲ୍ କରିପାରିବେ । ଏହା ଖାଲି ଫେସ୍ ପାଇଁ ନୁହେଁ ବରଂ କେଶ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । କେଶରେ ଅନେକ ଉପାୟରେ ଏହି କ୍ୟାପସୁଲକୁ ବ୍ୟବହାର କରିପାରିବେ । କେଶ ବହଳିଆ ହେବା ସହ ସୁନ୍ଦର ମଧ୍ୟ ଦେଖାଯାଇଥାଏ ।

ତେଣୁ ଯଦି ଫେସରେ ଗ୍ଲୋ ଆଣିବା ପାଇଁ ଚାହୁଁଛନ୍ତି, ତେବେ ଭିଟାମିନ ଇ’ କ୍ୟାପସୁଲ୍ ନିୟମିତ ଭାବେ ବ୍ୟବହାର କରନ୍ତୁ ଦେଖିବେ କିଛି ଦିନ ଭିତରେ ଆପଣଙ୍କ ଫେସରେ ଚମକ ସୃଷ୍ଟି ହେବ ଏବଂ ଆପଣ ସୁନ୍ଦର ମଧ୍ୟ ଦେଖାଯିବାକୁ ଲାଗିବେ ।

Tags: Beautylifestyle
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ

ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.