Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଭାଲୁ ଆକ୍ରମଣରେ ବାପା ପୁଅ ମୃତ

Sanchar Live by Sanchar Live
January 20, 2025
in ଭାରତ
0
ଭାଲୁ ଆକ୍ରମଣରେ ବାପା ପୁଅ ମୃତ

Oplus_131072

0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ଭାଲୁ ଆକ୍ରମଣରେ ବାପା ପୁଅ ମୃତ । ଏଭଳି ଅଘଟଣ ଘଟିଛି ଛତିଶଗଡ଼ କାଂକେର ଜିଲ୍ଲା ଡଙ୍ଗରକଟା ଗ୍ରାମ ନିକଟ ଜେଲାନକାସା ଜଙ୍ଗଲରେ । ମୃତକ ଦୁଇ ଜଣ ହେଲେ ସୁକଲାଲ ଡାରୋ ଓ ଶଙ୍କର ଡାରୋ । ଗତ ଶନିବାର ଦିନ ସକାଳେ ଡଙ୍ଗରକଟା ଗ୍ରାମର ସୁକଲାଲ ଡାରୋ ଏବଂ ଅଜୁ କୁରେଟି ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ ଏକ ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ସୁକଲାଲ ଡାରୋଙ୍କର ମୃତ୍ୟୁ ହୋଇଥିବା ବେଳେ ଅଜୁ କୁରେଟି ଖସି ଆସି ଗ୍ରାମବାସୀ ଓ ବନବିଭାଗକୁ ଜଣାଇଥିଲେ । ବନ ବିଭାଗ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରୁଥିବା ବେଳେ ଭାଲୁଟି ପୁଣି ଆକ୍ରମଣ କରିଥିଲା।

ଆକ୍ରମଣରେ ସୁକଲାଲଙ୍କ ପିତା ଶଙ୍କର ଡାରୋଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଫରେଷ୍ଟ ଗାର୍ଡ ନାରାୟଣ ଯାଦବ ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାକୁ ଦୃଷ୍ଟିରେ ରଖି ଜଙ୍ଗଲରେ ବନକର୍ମଚାରୀ ନିୟୋଜିତ ରହିଛନ୍ତି । ଭାଲୁର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନଯିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।

Tags: bear attackchatishgarh
ShareTweetShareSend
Sanchar Live

Sanchar Live

Next Post
ସଞ୍ଜୟ ରାୟକୁ ଆଜୀବନ ସଜା

ସଞ୍ଜୟ ରାୟକୁ ଆଜୀବନ ସଜା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.