Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ନବନିର୍ମାଣ କୃଷକ ସଂଗଠନ ତରଫରୁ ବରୀ ତହସିଲ ଘେରାଉ

Sanchar Live by Sanchar Live
January 6, 2025
in ଓଡିଶା
0
ନବନିର୍ମାଣ କୃଷକ ସଂଗଠନ ତରଫରୁ ବରୀ ତହସିଲ ଘେରାଉ
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ନବନିର୍ମାଣ କୃଷକ ସଂଗଠନ ତରଫରୁ ବରୀ ତହସିଲ ଘେରାଉ । ବାତ୍ୟା ‘ଦାନା’ ସମୟରେ ବରୀ ଅଞ୍ଚଳରେ ଫସଲ ନଷ୍ଟ ଯୋଗୁଁ ଚାଷୀମାନେ ବହୁତ କ୍ଷତି ସହିଛନ୍ତି । ସେପଟେ ବାତ୍ୟା ସମୟରେ ବରୀ ବ୍ଲକର ୪୦ଟି କେନ୍ଦ୍ରରେ ଥଇଥାନ ଏବଂ ରନ୍ଧାଖାଦ୍ୟ ଯୋଗାଣ ବାବଦକୁ ଅଠର ଲକ୍ଷରୁ ଅଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଭିଜିଲାନ୍ସ ତଦନ୍ତ ଦାବି କରି ନବନିର୍ମାଣ କୃଷକ ସଂଗଠନ ତରଫରୁ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ-ସଂଯୋଜକ ନିମାଇଁ ରାୟଙ୍କ ନେତୃତ୍ବରେ ଆଜି ଶହ ଶହ ଚାଷୀ ବରୀ – ବରୁହା ମୁଖ୍ୟ ରାସ୍ତା ଉପରେ ବସି ରହିଥିଲେ । ବରୀ ଥାନା ଅଧିକାରୀଣୀ ହସ୍ତକ୍ଷେପ କରିବା ପରେ ଚାଷୀମାନେ ରାସ୍ତା ଉପରୁ ହଟିଥିଲେ । ପରେ ପରେ ଚାଷୀମାନେ ବରୀ ତହସିଲ ଅଫିସ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Tags: barifarmerprotest
ShareTweetShareSend
Sanchar Live

Sanchar Live

Next Post
ଶୀତରୁ ମିଳିବ ସାମାନ୍ଯ ଆଶ୍ଵସ୍ତି, ଆସନ୍ତା ୪ ଦିନ ପର୍ଯ୍ଯନ୍ତ ରାଜ୍ଯରେ ହାଲୁକା ଶୀତ

ଶୀତରୁ ମିଳିବ ସାମାନ୍ଯ ଆଶ୍ଵସ୍ତି, ଆସନ୍ତା ୪ ଦିନ ପର୍ଯ୍ଯନ୍ତ ରାଜ୍ଯରେ ହାଲୁକା ଶୀତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.