Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଜିଲ୍ଲାପାଳଙ୍କୁ ଦେଉଥିଲେ ଲାଞ୍ଚ, ବନ୍ଧାହେଲେ ବରିଷ୍ଠ ଅଧିକାରୀ

Sanchar Live by Sanchar Live
September 11, 2024
in ଅପରାଧ
0
ଜିଲ୍ଲାପାଳଙ୍କୁ ଦେଉଥିଲେ ଲାଞ୍ଚ, ବନ୍ଧାହେଲେ ବରିଷ୍ଠ ଅଧିକାରୀ
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ଜିଲ୍ଲାପାଳଙ୍କୁ ମିଠା ପ୍ଯାକେଟରେ ଲାଞ୍ଚ । ବରଗଡ଼ ଜିଲ୍ଲାପାଳ ଆଦିତ୍ଯ ଗୋଏଲଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଯାଚି ଗିରଫ ହୋଇଛନ୍ତି ଅମ୍ବୁଜା ସିମେଣ୍ଟର ବରିଷ୍ଠ ଅଧିକାରୀ । ଗିରଫ ଅଧିକାରୀ ହେଲେ ଛତିଶଗଡ଼ ଅମ୍ବୁଜା ସିମେଣ୍ଟର ଚିଫ୍ ମ୍ଯାନୁଫ୍ଯାକ୍ଚରିଂ ଅଫିସର ରମ୍ଭବ ଗାଟୁ । ଅଭିଯୋଗ ଅନୁସାରେ ରମ୍ଭବ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ । ଏହି ସମୟରେ ଏକ ବୁକେ ସହ ମିଠା ପ୍ଯାକେଟ ଦେଇଥିଲେ । ମିଠା ପ୍ଯାକେଟରେ ଜିଲ୍ଲାପାଳଙ୍କ ସନ୍ଦେହ ହେବାକୁ ଏହାକୁ ଖୋଲିବାକୁ ପିଅନଙ୍କୁ କହିଥିଲେ । ପ୍ଯାକେଟ ଖୋଲିଲା ପରେ ସେଥିରେ ୪ଟି ୫୦୦ ଟଙ୍କିଆ ବଣ୍ଡଲ ରହିଥିବା ଜଣାପଡ଼ିଥିଲା । ଏନେଇ ସୂଚନା ଦେବାପରେ ଭିଜିଲାନ୍ସ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ୨ ଲକ୍ଷ ଟଙ୍କା ଜବତ କରିବା ସହ ସଂପୃକ୍ତ ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ଗିରଫ କରିଛି । ରମ୍ଭବଭଙ୍କୁ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି । ତେବେ ସେ କେଉଁଥିପାଇଁ ଏହି ଟଙ୍କା ଦେଉଥିଲେ ସେନେଇ ଜଣାପଡ଼ିନଥିବାବେଳେ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି ।

Tags: baragarhcrime
ShareTweetShareSend
Sanchar Live

Sanchar Live

Next Post
ହୁକିଟୋଲା ନିକଟ ସମୁଦ୍ରରେ ବୁଡିଲା ମାଛଧରା ଡଙ୍ଗା

ହୁକିଟୋଲା ନିକଟ ସମୁଦ୍ରରେ ବୁଡିଲା ମାଛଧରା ଡଙ୍ଗା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.