Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

ଆଜି ବାରବାଟୀରେ ସେଲିବ୍ରିଟି କ୍ରିକେଟ

Sanchar Live by Sanchar Live
February 16, 2025
in କ୍ରୀଡ଼ା
0
0
SHARES
32
VIEWS
Facebook
Twitter

କଟକ : ଆଜି ବାରବାଟୀରେ ସେଲିବ୍ରିଟି କ୍ରିକେଟ । ଦୁଇଟି ମ୍ୟାଚ୍ ଖେଳାଯିବାର ଅଛି । ଅପରାହ୍‌ଣ ୨ଟାରୁ ୬ଟା ପର୍ଯ୍ୟନ୍ତ ପ୍ରଥମ ମ୍ୟାଚ୍ ପଞ୍ଜାବ ଦା ସେର ଓ ଭୋଜପୁରୀ ଦବଙ୍ଗସ୍ ମଧ୍ୟରେ ଖେଳାଯିବ । ସେହିପରି ସନ୍ଧ୍ୟା ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ମ୍ୟାଚ୍ ମୁମ୍ବାଇ ହିରୋଜ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ । ହିନ୍ଦୀ ସହ ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ ସେମାନଙ୍କ ଅଭିନୟ ଦ୍ବାରା ତାରକା ପାଲଟିଥିବା ଅଭିନେତାମାନେ ସେମାନଙ୍କ କ୍ରିକେଟ୍‌ ଦକ୍ଷତା ଦେଖାଇବେ। ପ୍ରତି ଦଳରେ ସେଲିବ୍ରିଟିମାନେ ହିଁ ଅଛନ୍ତି । ପ୍ରତି ଟିମରେ ଅନେକ ନାମୀ ଦମି କଳାକାର ମାନେ ରହିଛନ୍ତି ।

ଭୋଜପୁରୀ ଦବଙ୍ଗ୍‌ସ ଦଳରେ ମନୋଜ ତିୱାରୀ, ରବି କିଷନ୍‌ଙ୍କ ପରି ଭୋଜପୁରୀ ଅଭିନେତାମାନେ ରହିଛନ୍ତି ।  ମୁମ୍ବଇ ହିରୋଜ୍‌ ଦଳରେ ସୁନୀଲ ସେଟ୍ଟି, ଆଫ୍‌ତାବ ଶିବଦାସାନି, ବବି ଦେଓଲ ପ୍ରମୁଖ ରହିଛନ୍ତି । ବେଙ୍ଗଲ ଟାଇଗର୍ସ ଦଳର ନେତୃତ୍ବ ନେଉଛନ୍ତି ଯୀଶୁ ସେନଗୁପ୍ତ  । ବାରବାଟୀରେ ଦର୍ଶକ ଉଭୟ ମ୍ୟାଚ୍‌ ଗୋଟିଏ ଟିକଟରେ ହିଁ ଦେଖିପାରିବେ ।

Related posts

୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ

୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ

November 8, 2026
ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ଶାମି

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ଶାମି

November 7, 2026

ଏହାପୂର୍ବରୁ ସେମାନେ ଗତକାଲି ବାରବାଟୀରେ ଫ୍ଲଡ୍ ଲାଇଟ୍ରେ ଅଭ୍ୟାସ କରିଥିଲେ । ବାର ବାଟୀରେ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିବାରୁ ଖୁସି ଥିବା କହିଛନ୍ତି ପଞ୍ଜାବ ସିନେ କଳାକାର ଦକ୍ଷ ଅଜିତ ସିଂ ।  ସେହିପରି ବାରବାଟୀକୁ ସେଲିବ୍ରିଟି କ୍ରିକେଟ ଲିଗ୍ ଭେନ୍ୟୁ ଭାବେ ବଛାଯିବା ଖୁସିର ଖବର ବୋଲି କହିଛନ୍ତି ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି ।

Tags: Barabati stadiumccl

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳିରେ ଅଘଟଣ: ନଜର ପକାନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଅଘଟଣ ଉପରେ…
  • ରାତିରେ ଶୋଇବାବେଳେ କେଶ ବାନ୍ଧି ଶୋଇବେ ନା ଖୋଲିକି ଶୋଇବେ?
  • ୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.