Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଡ୍ୟାନ୍ସ ବାର ଖୋଲିବା ପାଇଁ ଦାବିରେ ବାର ଗାର୍ଲଙ୍କ ପ୍ରତିବାଦ

Sanchar Live by Sanchar Live
August 13, 2024
in ଅପରାଧ
0
ଡ୍ୟାନ୍ସ ବାର ଖୋଲିବା ପାଇଁ ଦାବିରେ ବାର ଗାର୍ଲଙ୍କ ପ୍ରତିବାଦ
0
SHARES
12
VIEWS
FacebookTwitter

ସଂଚାର ବ୍ୟୁରୋ: ଅବକାରୀ କାର୍ଯ୍ୟାଳୟ ଘେରିଲେ ଶତାଧିକ ବାର ଗାର୍ଲ । ଭୁବନେଶ୍ୱର ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବାର ଗାର୍ଲ । ଡ୍ୟାନ୍ସ ବାର ଖୋଲିବା ପାଇଁ ଦାବିରେ ଏଭଳି ପ୍ରତିବାଦ କରିଛନ୍ତି । । ଗତକାଲି ବାର ବନ୍ଦ ନେଇ ନିର୍ଦ୍ଦେଶ ଦେଇଥିଲେ ଅବକାରୀ ସୁପରିଟେନଣ୍ଡେଣ୍ଟ। ରାଜଧାନୀର ବାରରେ ବାର ଗାର୍ଲ ନାଚିପରିବେନି ବୋଲି କହିଥିଲେ । ଯେଉଁ ବାର ମାଲିକ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ସୂଚନା ଦେଇଥିଲେ । ଏପରିକି ଡିଜେ ଭାବେ ମଧ୍ୟ ବ୍ୟବହାର କରପାରିବେ ନାହିଁ ବୋଲି ଦର୍ଶାଯାଇଥିଲା । ସୋସିଆଲ ମିଡିଆ ବିଜ୍ଞାପନରେ ମଧ୍ୟ ସେମାନେ ମହିଳାଙ୍କୁ ଉତ୍ତେଜକ ମୂଳକ ପୋଷାକ ପରିଧାନ କରାଇ ଫଟୋ ପୋଜ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଥିଲା । କାରଣ ପୂର୍ବଦିନ ମାନଙ୍କରେ ବାର ଗାର୍ଲ ମାନଙ୍କୁ ମାନସିକ ଶାରୀରିକ ନିର୍ଯାତନା ଦେବା, ସେମାନଙ୍କୁ ଗ୍ରାହକଙ୍କ ସହ ରାତ୍ରି ଯାପନ କରିବାକୁ ବାଧ୍ୟ କରିବା, ଏପରିକି କିଛି ବାର ଗାର୍ଲ ଆତ୍ମହତ୍ୟା କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏଭଳି ବାରମ୍ବାର ଅଭିଯୋଗ ପରେ ଅବକାରୀ ବିଭାଗର ନିଦ ଭାଙ୍ଗିଥିଲା । ତୁରନ୍ତ ଯୁବତୀ ନିୟୋଜିତ ହେଉଥିବା ବାର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶତାଧିକ ଯୁବତୀ କଳ୍ପନା ସ୍ଥିତ ଅବକାରୀ ଥାନା କାର୍ଯ୍ୟାଳୟ ଘେରାଉ କରି ବାର ଗୁଡିକୁ ତୁରନ୍ତ ଖୋଲିବାକୁ ଦାବି ରଖିଛନ୍ତି ।

Tags: bar girlodisha
ShareTweetShareSend
Sanchar Live

Sanchar Live

Next Post
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ସହ ମୁଖ୍ଯମନ୍ତ୍ରୀଙ୍କ ଆଲୋଚନା

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ସହ ମୁଖ୍ଯମନ୍ତ୍ରୀଙ୍କ ଆଲୋଚନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.