Tuesday, April 21, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home Uncategorized

ମୋରମ ଗାଡି ପାଇଁ ମୁଖ୍ୟ ରାସ୍ତା ପାଲଟିଲା ରଣକ୍ଷେତ୍ର

Sanchar Live by Sanchar Live
March 8, 2025
in Uncategorized
0
ମୋରମ ଗାଡି ପାଇଁ ମୁଖ୍ୟ ରାସ୍ତା ପାଲଟିଲା ରଣକ୍ଷେତ୍ର
0
SHARES
13
VIEWS
FacebookTwitter

ବାଲୁଗାଁ ବଜାର ମୁଖ୍ୟ ରାସ୍ତା ପାଲଟିଲା ରଣକ୍ଷେତ୍ର । ଗୁଣ୍ଡୁରୁପୁରୁ ଛକ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ । ମୋରମ ଗାଡିକୁ  କେନ୍ଦ୍ରକରି ପ୍ରଥମେ ବଚସା ଓ ପରେ ପରେ ହୋଇଥିଲା ଗଣ୍ଡଗୋଳ। ଗୁଣ୍ଡୁରୁପୁର ଛକରେ କିଛି ବାଇକ ଜାଳିଦେବା ସହିତ ସାହି ଭିତରେ ପଥର ଭିଙ୍ଗାଫିଙ୍ଗି  ଚାଲିଥିଲା । ଏହି ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଉଭୟ ପକ୍ଷରୁ ୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି   । ଗୁରୁତର ମେଡିକାଲ ଭର୍ତ୍ତି ହୋଇଥିବା ଜଣାଯାଇଛଇ। ଘଟଣା ସ୍ଥଳରେ ଖୋର୍ଦ୍ଧା SP  ପହଞ୍ଚି ସ୍ଥିତିକୁ ଆୟତ୍ତ କରିଛନ୍ତି  । ବର୍ତମାନ ବାଲୁଗାଁ SDPOଙ୍କ ସହିତ ନାଚୁଣୀ, ବାଣପୁର ଓ ବାଲୁଗାଁ ଥାନାର ତିନି ଜଣ IIC ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସେପଟେ ବାଲୁଗାଁ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ୩ଜଣ ଆହତ ହୋଇଛନ୍ତି। ୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ୍ ଅଛନ୍ତି। କାହାରିକୁ ଏ ପର୍ଯ୍ୟନ୍ତ ଅଟକ କି ଗିରଫ କରାଯାଇନାହିଁ ବୋଲି କହିଛନ୍ତି ଏସପି ସାଗରିକା ନାଥ।

Tags: Banapurcrime
ShareTweetShareSend
Sanchar Live

Sanchar Live

Next Post
ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଦ୍ୱିତୀୟ କିସ୍ତି, ଜଲଦି କରନ୍ତୁ ଚେକ

ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଦ୍ୱିତୀୟ କିସ୍ତି, ଜଲଦି କରନ୍ତୁ ଚେକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଗର୍ଭବତୀ ଅଛନ୍ତି ମୋନାଲିସା, ଏବେ କଣ ହେବ ମାମଲା….
  • ପ୍ୟାଣ୍ଟ ଭିତରେ ବିଛୁଆତି ପୁରେଇବା ଘଟଣା : ପ୍ରଧାନଶିକ୍ଷକ ନିଲମ୍ବିତ
  • ଏଣିକି କେଦାରନାଥରେ ମୋବାଇଲ ମନା
  • ୧୦ଦିନିଆ ଦିଲ୍ଲୀ ରହଣି ପରେ ଓଡ଼ିଶା ଫେରିଲେ ନବୀନ
  • ମହାନଦୀ ଜଳ ବିବାଦ : ମେ’ ୨ ରେ ପରବର୍ତ୍ତୀ ଶୁଣାଣି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.