ଆଉ ଗୋଟିଏ ଦିନ ବଢ଼ିଲା ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ନଭେମ୍ବର ୧୨ ପରିବର୍ତ୍ତେ ୧୩ ତାରିଖରେ ହେବ ଉଦ୍ ଯାପିତ ହେବ ବାଲିଯାତ୍ରା । ଲୋକଙ୍କ ଆଗ୍ରହ ଓ ବ୍ୟବସାୟୀଙ୍କ କାରବାରକୁ ନଜରରେ ରଖି ବଢାଯାଇଥିବା ସୂଚନା ମିଳିଛି । ମେଳାରେ ବେଶ ଜମୁଛି କିଣାବିକା । ଲୋକମାନେ ମେଳା ବୁଲିବା ବିଭିନ୍ନ ଷ୍ଟଲ ବୁଲି ଜିନିଷ କିଣୁଛନ୍ତି । ଖାଇବା ଜିନିଷ ସହ ଦୋଳିର ବେଶ ମଜା ନେଉଛନ୍ତି ।

