Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ପୋଲିସ ପଞ୍ଝାରେ ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗ୍

Sanchar Live by Sanchar Live
May 6, 2025
in ଅପରାଧ
0
ପୋଲିସ ପଞ୍ଝାରେ ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗ୍
0
SHARES
22
VIEWS
FacebookTwitter

ସଂଚାର ବ୍ୟୁରୋ: ପୋଲିସ ପଞ୍ଝାରେ ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗ୍ । ଡକାୟତି ଯୋଜନା କରୁଥିବା ବେଳେ ତିନିଜଣ ଡକାୟତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ସାରଙ୍ଗଡ଼ ପୋଲିସ । ଘଟଣାସ୍ଥଳରୁ ୨ଜଣ ଡକାୟତ ଚମ୍ପଟ ମାରିଛନ୍ତି । ବେଆଇନ ଗଞ୍ଜେଇ ଚୋରା ଚାଲାଣ ଓ ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ଚାଲିଛି । ନାକା ଲଗାଇ ଗତ ରାତିରେ ଗାଡ଼ି ଯାଞ୍ଚ ବେଳେ ମହାରାଷ୍ଟ୍ର ନମ୍ବର ଥିବା ଏକ ଅଲଟୋ କାରକୁ ଧରିଥିଲା ସାରଙ୍ଗଡ଼ ପୋଲିସର । ଗାଡ଼ିକୁ ଯାଞ୍ଚ କରିବାରୁ ଗୋଟିଏ ପିସ୍ତଲ୍, ଗୋଟିଏ ଏୟାର ଗନ୍, ଗୋଟିଏ ଭୁଜାଲି, ଦୁଇଟି ଛୁରୀ ସମେତ ମୋବାଇଲ୍ ଓ ଟଙ୍କା ଜବତ କରିଛି ପୋଲିସ । ଏହି ଘଟଣାରେ କରାରେ ଥିବା ୩ ଜଣଙ୍କୁ ପୋଲିସ ଗରିଫ କରିଥିବା ବେଳେ ୨ଜଣ ଫେରାର ହୋଇଯାଇଛନ୍ତି । ଗିରଫମାନେ ମହାରାଷ୍ଟ୍ରର ମହମ୍ମଦ ଅରିଫ୍ ଅନସାରୀ, ସାବନ ସାହା ଓ ସେଖ୍ ମୁସ୍ତାଫା ବୋଲି ଜଣାପଡ଼ିଛି । ମାମଲା ରୁଜୁ କରି ସାରଙ୍ଗଡ଼ ପୋଲିସ ତଦନ୍ତ ଚଳାଇଥିବା କହିଛନ୍ତି ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ।

Tags: crimelootera gangodisha
ShareTweetShareSend
Sanchar Live

Sanchar Live

Next Post
ଜିଦରେ ଅଟଳ ଦିଦି : ଦିଘାରେ ଲଗାଇଲା ଜଗନ୍ନାଥ ଧାମର ସ୍ଥାୟୀ ହୋଡିଂ

ଜିଦରେ ଅଟଳ ଦିଦି : ଦିଘାରେ ଲଗାଇଲା ଜଗନ୍ନାଥ ଧାମର ସ୍ଥାୟୀ ହୋଡିଂ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.