ସଂଚାର ବ୍ୟୁରୋ: ଏମସରୁ ଆସିଲା ବଡ଼ ଖବର। ଏୟାର ଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମସକୁ କରାଯିବ ଏୟାରଲିଫ୍ଟ। ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି ପୀଡ଼ିତାଙ୍କ ଚିକିତ୍ସା। ପୋଡିଯାଇଛି ଶରୀରର ୭୦ରୁ ୭୫ ପ୍ରତିଶତ। ଡାକ୍ତରୀ ଟିମ୍ ଓ ପୀଡ଼ିତାଙ୍କ ପରିବାର ସହ ଆଲୋଚନା।