ସଂଚାର ବ୍ୟୁରୋ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଡମହାସ୍ନାନ। ଏକ ଘଣ୍ଟା ବନ୍ଦ ରହିଛି ସାଧାରଣ ଦର୍ଶନ। ବଡ଼ ମହାସ୍ନାନ ପାଇଁ ଦର୍ଶନ ବନ୍ଦ ରହିଛି । ଭିତରକାଠ ନିକଟରେ ବାନ୍ତି ପଡିବାରୁ ବଡମହାସ୍ନାନ କରାଯାଇଛି। ଅବକାଶ ନୀତି ପରେ ବଡମହାସ୍ନାନ ନୀତି କରାଯାଇଥିଲା। ମହାସ୍ନାନ ନୀତି ପରେ ସ୍ୱାଭାବିକ ହୋଇଛି ଦର୍ଶନ ବ୍ୟବସ୍ଥା l
© 2024 Sanchar News