Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଅଣ୍ଟା ପୀଡ଼ାରୁ କେମିତି ପାଇବା ମୁକ୍ତି

Sanchar Live by Sanchar Live
October 20, 2024
in ଜୀବନ ଶୈଳୀ
0
ଅଣ୍ଟା ପୀଡ଼ାରୁ କେମିତି ପାଇବା ମୁକ୍ତି
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ଆଜି କାଲି ଅଣ୍ଟା ପୀଡ଼ା ବା ବ୍ୟାକ୍‌ ପେନ୍‌ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । କେବଳ ବୟସ୍କ ନୁହେଁ, ଯୁବପିଢ଼ିଙ୍କ ଠାରେ ଏହି ଅସୁବିଧା ଅଧିକ ଦେଖିବାକୁ ମିଳୁଛି । ଅଧିକ ସମୟ ଧରି ଗୋଟିଏ ଜାଗାରେ ବସି ରହିବା ଯୋଗୁ ବ୍ୟାକ୍‌ ପେନ୍‌ ହେଉଛି । ଏଥିସହ କମ୍ପ୍ୟୁଟର ସାମ୍ନାରେ ବସି ରହିବା ଯୋଗୁ ଓଜନ ମଧ୍ୟ ବଢ଼ୁଛି, ଯାହା ଅଣ୍ଟା ଉପରେ ପ୍ରେସର ପକାଉଛି । ଏଣୁ ଡାକ୍ତରମାନେ ଅଫିସ୍‌ରେ କାମ କରୁଥିବା ଲୋକଙ୍କୁ ମଝିରେ ମଝିରେ ଟିକେ ଉଠିବାକୁ ଓ ଚାଲିବାକୁ ପରାମର୍ଶ ଦେଇଥାନ୍ତି । ତେବେ ଏହି ଅଣ୍ଟା ସମସ୍ୟାର ଅନ୍ୟ କାରଣ ଓ ପ୍ରତିକାର ବିଷୟରେ ଆସନ୍ତୁ ଜାଣିବା…

ଡାକ୍ତରଙ୍କ ମତରେ ଅଣ୍ଟା ପୀଡ଼ା ହେବାର ଅନେକ କାରଣ ରହିଛି । ବେଳେବେଳେ ହାଡ଼ ଯୋଗୁ ଅଣ୍ଟା ବିନ୍ଧେ କିମ୍ବା ଦରଜ ହୁଏ । ଆଉ କିଛି ଲୋକଙ୍କ ଠାରେ ମାଂସପେଶୀ ସମସ୍ୟା ଯୋଗୁ ଏହି ପୀଡ଼ା ହୋଇଥାଏ । କେବଳ ଯେ ହାଡ଼ ଜନିତ ସମସ୍ୟା ଥିଲେ ଅଣ୍ଟା କାଟେ ତାହା ଭାବିବା ଭୁଲ । ଅଧିକ ସମୟ ବସିବା ଯୋଗୁ କିମ୍ବା ଭୁଲ ଢଙ୍ଗରେ ଶୋଇବା ଯୋଗୁ କିମ୍ବା ଏକ୍ସରସାଇଜ୍‌ କରିବା ବେଳେ ମାଂସପେଶୀରେ ସମସ୍ୟା ସୃଷ୍ଟି ହୋଇପାରେ । ଖାସ୍‌ କରି ଷ୍ଟ୍ରେଚିଂ ବେଳେ ମାଂସପେଶୀ ମକଚି ହୋଇପାରେ । ଯାହା ଦ୍ୱାରା ପ୍ରବଳ ପୀଡ଼ା ହେବା ସହ ଉଠିବା ବସିବା ବି କାଠିକର ପାଠ ହୋଇଯାଏ ।

ଯଦି ଆପଣ ବି ଏଭଳି ସମସ୍ୟା ଭୋଗୁଛନ୍ତି, ତେବେ ଆଉ ଡେରି ନ କରି ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଅତି ପୀଡ଼ା ହେଉଥିଲେ ଡାକ୍ତର ତୁରନ୍ତ ପେନ୍‌ କିଲର କିମ୍ବା ମସଲସ୍‌କୁ ଫ୍ରି କରିବାକୁ ଇଞ୍ଜେକସନ୍‌ ଦେଇଥାନ୍ତି । ଏଥିସହ ପୀଡ଼ା ହେଉଥିବା ଜାଗାରେ ମଲମ ବା ଅଏଣ୍ଟମେଣ୍ଟ ଲଗାଇବାକୁ ଦେଇଥାନ୍ତି । ଏଥିରୁ ଶୀଘ୍ର ଉପଶମ ପାଇଁ ସେହି ଜାଗାରେ ଗରମ ସେକ ବି ଦେବାକୁ କିଛି ଡାକ୍ତର ପରାମର୍ଶ ଦିଅନ୍ତି । ଫଳରେ ମାଂସପେଶୀ ରିଲାକ୍ସ ହେବ ଓ ପୀଡ଼ା କମିବ । ଆପଣ କିଛି ହାଲ୍‌କା ଫୁଲ୍‌କା ଏକ୍ସରସାଇଜ୍‌ ମଧ୍ୟ କରିପାରିବେ, ଯାହା ଦ୍ୱାରା ଶୀଘ୍ର ଆରାମ ମିଳିବ ।

ଏଥିସହ ବସିବା ବେଳେ ଅଣ୍ଟା ପେନ୍‌ରୁ ମୁକ୍ତି ଦେଉଥିବା କୁସନ୍‌ ବା ଛୋଟ ତକିଆ ବ୍ୟବହାର କରିପାରିବେ । ଏହା ମଧ୍ୟ ଆରାମ ଦେଇଥାଏ ।

Tags: Back painlifestyle
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ କେମିତି କଟିବ ଆଜି ?

ଆଜି ଏହି ରାଶିମାନଙ୍କୁ ମିଳିବ ଶୁଭ ଫଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.