Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଇଛନ୍ତି ଦୁର୍ବୃତ୍ତ

Sanchar Live by Sanchar Live
April 15, 2025
in ଓଡିଶା
0
ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଇଛନ୍ତି ଦୁର୍ବୃତ୍ତ
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: :ପୁଣି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ । ମାହାଙ୍ଗାରେ ବିଜୁ ପ୍ରତିମୂର୍ତ୍ତି ଭାଙ୍ଗିବା ଏବଂ କଟକରେ ବିଜୁ ପ୍ରତିମୂର୍ତ୍ତିର ରଙ୍ଗ ବଦଳାଇବା ପରେ ଏବେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଇଛନ୍ତି ଦୁର୍ବୃତ୍ତ । ବଲାଙ୍ଗୀର ପାଟଣାଗଡ଼ରେ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି । ସକାଳୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ଦେଖିବାକୁ ମିଳିଛି । ପୋଲିସର ଉପସ୍ଥିତିରେ ପ୍ରତିମୂର୍ତ୍ତି ଜଳୁଥିବାର ଦେଖିବାକୁ ମିଳିଥିଲା । ଅନ୍ଯ ଜଣେ କେହି ବାଲଟିରେ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲେ । ଦୀର୍ଘ ସମୟ ଅତିବାହିତ ହେବା ପରେ ମଧ୍ଯ ପୋଲିସ ପ୍ରଶାସନ ପକ୍ଷରୁ ଉତ୍ତର ରଖାଯାଇନାହିଁ । କିଏ ଓ କାହିଁକି ପ୍ରତିମୂର୍ତ୍ତିରେ ନିଆଁ ଲଗାଇଲା ତାହା ସ୍ପଷ୍ଟ କରାଯାଇନାହିଁ ।… .. ଏହାକୁ ନେଇ ସାରା ରାଜ୍ଯରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରବାଦ ପୁରୁଷଙ୍କୁ ଅସମ୍ମାନ ଦେବା ଘଟଣା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି । ସବୁ ମହଲରୁ ଏପରି ଘୃଣ୍ଯ କାମକୁ ଘୋର ନିନ୍ଦା କରାଯାଇଛି । ପାଟଣାଗଡ ସହରରେ ଅଶାନ୍ତ ପରିବେଶ ସୃଷ୍ଟି ଲାଗି ଏହା ପ୍ରୟାସ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି l ପ୍ରବାଦ ପୁରୁଷଙ୍କୁ ଅସମ୍ମାନ ଦେବା ଘଟଣା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି । ଓଡ଼ିଶାର ଜଣେ ବରପୁତ୍ରଙ୍କୁ ଏପରି ବାରମ୍ବାର ଅସମ୍ମାନ କାହିଁକି ବୋଲି ପ୍ରଶ୍ନ ଉଠିଛି । ବିଜୁ ବାବୁଙ୍କ ଅବଦାନକୁ ସାରା ବିଶ୍ବ ପ୍ରଶଂସା କରୁଥିବାବେଳେ ଏପରି ଅସୂୟାଭାବ କଣ ପାଇଁ ବୋଲି ପ୍ରଶ୍ନ ଉଠିଛି । ସବୁ ରାଜନୀତିରୁ ଉର୍ଦ୍ଧ୍ବରେ ଆଧୁନିକ ଓଡ଼ିଶାର ବିନ୍ଧାଣୀ ବିଜୁ ପଟ୍ଟନାୟକ । ତାଙ୍କୁ ଏପରି ହୀନମନ୍ଯତା ପ୍ରଦର୍ଶନ କଣ ପାଇଁ ବୋଲି ଉଦବେଗ ପ୍ରକାଶ ପାଇଛି ।

Tags: bijubabu stachupatanagarh
ShareTweetShareSend
Sanchar Live

Sanchar Live

Next Post
ସେନସେକ୍ସରେ ୧୬ଶହ ପଏଣ୍ଟ ବୃଦ୍ଧି

ସେନସେକ୍ସରେ ୧୬ଶହ ପଏଣ୍ଟ ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ନାଲକୋ ଅଫିସରେ ସିବିଆଇ ରେଡ
  • ଜେରା ସମୟରେ ସତ ମାନୁନାହାନ୍ତି ବାବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ
  • ପୋଲିସ ଏସଆଇ ଚାକିରିରେ ଜାଲିଆତି ଅଭିଯୋଗ
  • ଆଜି ଆସିପାରେ ବିହାରର ଚୂଡ଼ାନ୍ତ ଭୋଟର ତାଲିକା
  • ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.