Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

‘ପା-ରୋଲ’ରେ ବାହାରିଲେ ବାବା ରାମ୍ ରହିମ୍

Sanchar Live by Sanchar Live
August 13, 2024
in ଭାରତ
0
‘ପା-ରୋଲ’ରେ ବାହାରିଲେ ବାବା ରାମ୍ ରହିମ୍
0
SHARES
14
VIEWS
FacebookTwitter

ସଂଚାର ବ୍ୟୁରୋ: ଜେଲରୁ ବାହାରିଲେ ଡେରା-ସଚ୍ଚା-ସୌଦା ପ୍ରମୁଖ ରାମ ରହିମ୍ । ୨୧ ଦିନ ପାଇଁ ତାଙ୍କୁ ପା-ରୋଲ୍ ମିଳିଛି । ଆଜି ରୋହତକର ସୁନାରିୟା ଜେଲରୁ ବାହାରିଛନ୍ତି । ଜେଲ୍ରୁ ବାହାରିବା ପରେ ଆତ୍ମଘୋଷିତ ବାବା ରାମ୍ ରହିମଙ୍କ କାଫିଲା ଆରନାଓ୍ବା ଆଶ୍ରମ ଅଭିମୁଖେ ବାହାରିଛି । ବାବା ରାମ୍ ରହିମ୍ ପା-ରୋଲରେ ବାହାରିବା ନେଇ ଆବେଦନ ଦାୟର ହୋଇଥିଲା । ଏହା ଉପରେ ସରକାର ନିଷ୍ପତ୍ତି ନେବାକୁ କହିଥିଲେ କୋର୍ଟ । ତେବେ ଆଜି ତାଙ୍କୁ ପା-ରୋଲ୍ ମିଳିଛି।

କହିରଖୁଛୁ କି, ରାମ ରହିମଙ୍କୁ ୨୦୧୭ ଅଗଷ୍ଟ ମାସରେ ପଞ୍ଜକୁଲାର ସ୍ବତନ୍ତ୍ର ସିବିଆଇ କୋର୍ଟ ଦୁଇ ମହିଳାଙ୍କ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୦୩ରେ ସିବିଆଇ ପଞ୍ଜବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶରେ ଆତ୍ମଘୋଷିତ ବାବା ରାମ୍ ରହିମଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । କୁରୁକ୍ଷେତ୍ର ପୋଲିସ ଷ୍ଟେସନରୁ ମାମଲା ତଦନ୍ତ ପାଇଁ ସିବିଆଇ ହାତକୁ ଯାଇଥିଲା । ୨୦୧୭ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ସ୍ବତନ୍ତ୍ର କୋର୍ଟ ଦଣ୍ଡାଦେଶ ଶୁଣାଇ ଥିଲେ । ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ତାଙ୍କୁ ୨୦ ବର୍ଷ ଜେଲଦଣ୍ଡ ମିଳିଛି ।

Tags: baba ram rahimram rahim
ShareTweetShareSend
Sanchar Live

Sanchar Live

Next Post
ଉଦ୍ଧାର ହେଲା କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ

ଉଦ୍ଧାର ହେଲା କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.