ମହିଳାଙ୍କ ହରମୋନ୍ ଅସନ୍ତୁଳନ କାରଣ ଓ ନିରାକରଣର କାରଣ
ସଂଚାର ବ୍ୟୁରୋ: ବ୍ୟସ୍ତବହୁଳ ଜୀବନ ଶୈଳୀ, ଅନିଦ୍ରା, ଖାଦ୍ୟପେୟ, ଶାରୀରିକ ଓ ମାନସିକ ଚିନ୍ତା ହରମୋନ୍କୁ ପ୍ରଭାବିତ କରେ। ଏହାଦ୍ବାରା ମହିଳାଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା; ଯଥା-...
ସଂଚାର ବ୍ୟୁରୋ: ବ୍ୟସ୍ତବହୁଳ ଜୀବନ ଶୈଳୀ, ଅନିଦ୍ରା, ଖାଦ୍ୟପେୟ, ଶାରୀରିକ ଓ ମାନସିକ ଚିନ୍ତା ହରମୋନ୍କୁ ପ୍ରଭାବିତ କରେ। ଏହାଦ୍ବାରା ମହିଳାଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା; ଯଥା-...
ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ବସ ଧକ୍କାରେ ବାଇକ ଆରୋହୀ ମୃତ। ପୁରୀ ନିମାପଡା ଛଣିଜଙ୍ଗ ରାସ୍ତାରେ ଘଟିଛି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା। ମୃତ ଯୁବକ ଜଣଙ୍କ ଜଗସିଂହପୁର...
ସଂଚାର ବ୍ୟୁରୋ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଚାଷୀଙ୍କ ଜୀବନ। ବାଲିପାଟଣା ଥାନା ଅନ୍ତର୍ଗତ ବାରିଲୋ ଗାଁରେ ଅଭାବନୀୟ ଘଟଣା। ମୃତକ ହେଲେ ବାରିଲୋ ଗାଁର...
ସଂଚାର ବ୍ୟୁରୋ: ପକ୍ସୋ କେସ ଅଭିଯୋଗରେ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଖଟିସାହି ଗାଁର ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଭୁବନେଶ୍ୱର ଫରେଷ୍ଟ...
ସଂଚାର ବ୍ୟୁରୋ: ଅଷ୍ଟ୍ରେଲିଆ ସିଡନୀରେ ଆଖିବୁଜା ଗୁଳିମାଡ଼। ସିଡନୀର ବଣ୍ଡି ବିଚ ପାର୍କରେ ଘଟିଥିବା ଗୁଳିମାଡରେ ୧୦ ମୃତ, ଅନେକ ଆହତ। ଗୁଳିମାଡରେ ମୃତ୍ୟୁସଂଖ୍ୟା ଅଧିକ ହେବା...
ସଂଚାର ବ୍ୟୁରୋ: ସ୍ଵତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା SIR ବିରୋଧରେ ଦିଲ୍ଲୀରେ କଂଗ୍ରେସର ସମାବେଶ। SIR ବିରୋଧରେ ଦିଲ୍ଲୀରେ କଂଗ୍ରେସର ରାଲିରେ ଶହ ଶହ କଂଗ୍ରେସ କର୍ମୀ...
ପୁଅକୁ ଉସୁକାଇଲା ଚାଟ୍ଜିପିଟି, ମା’ ତଣ୍ଟିଚିପି ମାରିଦେଲା ପୁଅ । ଆମେରିକାର ପୂର୍ବ ଉପକୂଳରେ ଥିବା କନେକ୍ଟିକଟ୍ ରାଜ୍ୟରେ ଜଣେ ବ୍ୟକ୍ତି ଏଭଳି ଏକ ଅଜବ କାଣ୍ଡ...
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୩,୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୨,୭୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୩,୯୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୨୨,୭୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୩୩,୯୧୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୨୨,୭୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୩୪,୦୭୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୨,୯୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୩୪,୯୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୨୩,୭୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୩୩,୯୧୦ ଓ ୧,୨୨,୭୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୧୦,୦୦୦ ଟଙ୍କା ହୋଇଛି ।
ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍ ସାମନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ତନାଘନା ହୋଇଛି । ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍...
ଦେଶର ସର୍ବବହୃତ ଯୋଜନା ମନରେଗାକୁ ନୂଆ ରୂପ ଦେବା ପାଇଁ ନିଷ୍ପତ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମର...
© 2024 Sanchar News