Sanchar Live

Sanchar Live

ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ ଜେଲ୍ ଯିବ: ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ ଜେଲ୍ ଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚେତାବନୀ ଦେଇଛନ୍ତି। ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା...

ବାକି ଟଙ୍କା ମାଗିଲେ ବୋଲି ଦୋକାନୀଙ୍କୁ ମାରିଦେଲେ….

ବାକି ଟଙ୍କା ମାଗିଲେ ବୋଲି ଦୋକାନୀଙ୍କୁ ମାରିଦେଲେ….

ଭୁବନେଶ୍ୱର: ରାଜଧାନୀରେ ଦେଖିବାକୁ ମିଳିଛି ଭୟାନକ ଘଟଣା। ବାକି ଟଙ୍କା ମାଗିବାରୁ ଦୋକାନୀକୁ ହାଣି ପକାଇଲେ ଦୁର୍ବୃତ୍ତ। ସୂଚନା ମୁତାବକ ଭୁବନେଶ୍ୱର ସ୍ଥିତ ପଳାଶୁଣୀ ପ୍ରାଚି ବିହାରରେ...

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ବିଜୟୀ ପଛରେ ତିଲକ

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ବିଜୟୀ ପଛରେ ତିଲକ

ତିଲକ ବର୍ମାଙ୍କ ବଡ଼ ଶୋ। ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ଶତକ ହାସଲ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ତାଙ୍କୁ ମିଳିଛି ଏହି...

ଜାଣନ୍ତୁ କେମିତି କଟିବ ଆଜି ?

ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିପାରନ୍ତି। ଦୃଢ଼ ସଂକଳ୍ପ ସହ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କ୍ଷମତା ଉପରେ ଭରସା ରଖନ୍ତୁ। ମହିଳାମାନେ...

ପ୍ରତିଦିନ ଅଣ୍ଡା ଖାଉଛନ୍ତି କି ? ତାହେଲେ ହୋଇ ଯାଆନ୍ତୁ ସାବଧାନ!

ପ୍ରତିଦିନ ଅଣ୍ଡା ଖାଉଛନ୍ତି କି ? ତାହେଲେ ହୋଇ ଯାଆନ୍ତୁ ସାବଧାନ!

ସଂଚାର ବ୍ୟୁରୋ: ଅଣ୍ଡାରେ ପ୍ରଚୁର ପରିମାଣ ପ୍ରୋଟିନ ରହୁଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବା ଜରୁରୀ । ବିଶେଷଜ୍ଞମାନେ ପ୍ରତି ଋତୁରେ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି...

କିଟରେ ତିନିଦିନିଆ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ୨୦୨୪ ଉଦଘାଟିତ

କିଟରେ ତିନିଦିନିଆ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ୨୦୨୪ ଉଦଘାଟିତ

କିଟରେ ତିନିଦିନିଆ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ୨୦୨୪ ଉଦଘାଟିତ ।  ରାଜ୍ୟ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣୀସମ୍ପଦ...

ମହେନ୍ଦ୍ର ସିଂହ ଧୋନିଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ନୋଟିସ୍

ମହେନ୍ଦ୍ର ସିଂହ ଧୋନିଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ନୋଟିସ୍

ସଂଚାର ବ୍ୟୁରୋ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଏକ ବ୍ୟବସାୟିକ ଠକେଇ ମାମଲାରେ...

ଏଣିକି ୭ ବର୍ଷ ଚାକରି କରିବା ପରେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର

ଏଣିକି ୭ ବର୍ଷ ଚାକରି କରିବା ପରେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର

ସଂଚାର ବ୍ୟୁରୋ: ଏଣିକି ୭ ବର୍ଷ ଚାକରି କରିବା ପରେ ଜଣେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର । ଏସଆଇରୁ ଇନ୍ସପେକ୍ଟର ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ...

Page 588 of 775 1 587 588 589 775